Pankajini Bhoi
Literary Captain
24
Posts
49
Followers
6
Following

କବୟିତ୍ରୀ ପଙ୍କଜିନୀ ଭୋଇ

Share with friends

ଯଦି ତୁମେ....... କିଛି ଭଲ କରିପାରୁନ..... ତେବେ........... କିଛି ଭଲ କହି ତ ପାରିବ ଏତିକି ଟିକିଏ ...... ☆ପଙ୍କଜିନି ଭୋଇ, କଳାହାଣ୍ଡି☆

ସ୍ମୃତି କେବେ ମୋ ପାଇଁ- ସକାଳ ସୁରୁଜର ସୁନା କିରଣ, କିନ୍ତୁ ମନର କୋହ........; ସ୍ମୃତି କେବେ ମୋ ପାଇଁ- ଚଉଁରା ମୂଳ ର ସଞ୍ଜ ଦୀପଟିଏ, କିନ୍ତୁ ଅସୁମାରୀ ଆଖିର ଲୁହ.......।। ☆ପଙ୍କଜିନି ଭୋଇ, କଳାହାଣ୍ଡି ☆

ସମ୍ପର୍କ ମିଛ ହେଇଗଲେ ହୃଦୟ ଦି ଫାଳ, ତାଠୁ ତ ଷ୍ଟୋରୀମିରର୍ ରେ ବିଜି ରହି- କବିତା ଲେଖିବା ଭଲ ।। ☆ପଙ୍କଜିନି ଭୋଇ, କଳାହାଣ୍ଡି☆

ତୁମବିନା ଟିକେ ହସିବା ପାଇଁ ଚାଲିଛି- ହୃଦୟର ନିରନ୍ତର ପ୍ରୟାସ, କିନ୍ତୁ କେଜାଣି, ଆଖି ମୋର ଛଳଛଳ ସବୁ ପ୍ରୟାସ ବି ବିଫଳ....; ପାରୁନି ମୁଁ କାହିଁକି.......?? ☆ପଙ୍କଜିନି ଭୋଇ, କଳାହାଣ୍ଡି☆

ବିରହ ନିଆଁରେ ଜଳୁଛି ହୃଦୟ ଅଭୁଲା ଅତୀତ ସ୍ମୃତି କୁ ଭାଳି, ପ୍ରେମର ବର୍ଷା ହେଇ ଆସୁନାହଁ ଯଦି ତୁମେ..... ଜଳେଇ ଦିଅ ମତେ, ନିଶ୍ଚିହ୍ନ କରି ତୁମ କ୍ରୋଧ ର ଘୃତ ଟିକିଏ ଢାଳି ।। ☆ପଙ୍କଜିନି ଭୋଇ, କଳାହାଣ୍ଡି☆

ମାଁ ଙ୍କ ରାଗ କୁ ଖାତିରି ନ କରି, ମନର ଶବ୍ଦ ହୀନ ଅକୁହା ଇଚ୍ଛାକୁ ଯିଏ ପଢିପାରନ୍ତି ଆଉ ସ୍ମିତ ହସଟେ ମାରୁମାରୁ ମୁଣ୍ଡକୁ ଆଉଁସି ଦେଇ "ହିଁ" କହିଦିଅନ୍ତି ସେ କେବଳ ମୋ ବାପା...। ☆ପଙ୍କଜିନି ଭୋଇ, କଳାହାଣ୍ଡି☆

କୁହନ୍ତି ସିନା ଆଇ ଲଭ୍ ମାଇଁ ଇଣ୍ଡିଆ, କିନ୍ତୁ ଜିଲ୍ଳା ପାରି ହେଲା ପରେ କୁଆଡେ ଉଭେଇଯାଏ ସେହି ଦେଶ ପ୍ରେମ ଆଉ ଛିଡା ହେଇଯାଏ ଭେଦ ଭାବର ପାଚିରି, ପ୍ରେମ ଯଦି ଦେଶ ପାଇଁ ତେବେ କେବଳ ଗୋଟିଏ ସୀମାରେ ସିମୀତ କାହିଁକି...?? ପଙ୍କଜିନି ଭୋଇ, କଳାହାଣ୍ଡି


Feed

Library

Write

Notification
Profile