ତୁମେ ଅନ୍ତରଙ୍ଗ ଅଭୁଲା ଅତୀତ ମୁଁ ଯେ ଭବିଷ୍ୟତ ସୂଚୀ.... ତୁମେ ସବୁବେଳେ ସରଳ ଉତ୍ତର ମୁଁ ଜଟିଳ ପ୍ରଶ୍ନବାଚୀ....।।
ସଦର ଦରଜା ଡେଇଁ ଭିଜିବାକୁ ଆସେ ଧାଇଁ, ଏ କେମିତି ଆକର୍ଷଣ ଜାଣେନି, କେଜାଣି କାଇଁ.... ସଦର ଦରଜା ଡେଇଁ ଭିଜିବାକୁ ଆସେ ଧାଇଁ, ଏ କେମିତି ଆକର୍ଷଣ ଜାଣେନି, କେଜାଣି କାଇଁ......