ଜୀବନ ରାସ୍ତାରେ ଏକୁଟିଆ ଚାଲ ଭରସା ନକରି କାହାକୁ କେହିଜେ ତୁମର ସାଥି ହେବାପାଇଁ ନଓହ୍ଲାଇବେ ଚଲା ପଥକୁ sushree prangya mohapatra
ବିଦ୍ୟା କୁ ଘାଣ୍ଟିଲେ ଜ୍ଞାନ ଉପୁଜଇ ପାଣି କୁ ଘାଣ୍ଟିଲେ ଗୋଳିଆ ସମୁଦ୍ର ଘାଣ୍ଟିଲେ ଅମୃତ ମିଳଇ ମନ କୁ ଘାଣ୍ଟିଲେ ଅଳିଆ sushree prangya mohapatra
ବୃକ୍ଷ ତ ଜୀବନ, ବୃକ୍ଷ ଆମ ପ୍ରାଣ ବୃକ୍ଷ ତ ଅମୁଲ ମୂଲ ତାକୁ ସଦା ତୁମେ ନଷ୍ଟ ଜେ ନକରି ରୋପଣ ତ କରି ଚାଲ sushree prangya mohapatra
ପୁଅକୁ ହରାଇ ମାଆ ଟି ତାହାର ବୁକୁ ଫଟା କାନ୍ଦ କାନ୍ଦୁଛି ପୁଅଟି ତାହାର ସୈନିକ ଜେ ଥିଲା ଦେଶ ପାଇଁ ପ୍ରାଣ ହାରିଛି ଏ ଦୃଶ୍ୟକୁ ସବୁ ଭାରତୀୟ ଛାତି ଗର୍ବ ରେ ଜେ ଫୁଲି ଉଠୁଛି ଧନ୍ୟ ତୁମେ ବୀର ଧନ୍ୟ ତୁମ ମାଆ ଆଶ୍ରିବାଦ ଦେଶ କରୁଛି sushree prangya mohapatra
ପିତା ମାତା ଗୁରୁ ବଡ ସବୁଠାରୁ ପୃଥିବୀ ଠାରୁ ବି ବଡ ତାଙ୍କୁ ନିନ୍ଦା କରି ଆଜି ଏ ମଣିଷ ପୂଜଇ ଦେବତା ଜଡ sushree prangya mohapatra
ଆମ ବାପୁ ଥିଲେ ଅହିଂସା ପାଳକ ତାଙ୍କ ପଥେ ଆମେ ଚାଲିବା ଦେଶ ଭବିଷ୍ୟତ ଆମରି ହାତରେ ଉଜ୍ବଳ ତାହାକୁ କରିବା sushree prangya mohapatra
ଶିକ୍ଷା କୁ ପ୍ରାଧାନ୍ୟ ଦିଅ ସରକାର ଜାତି କୁ ପ୍ରାଧାନ୍ୟ ନ ଦେଇ ଶିକ୍ଷା ବଳେ ସିନା ଜଗତ ଜିଣିବ ଜାତି ବଳେ ତାହା ହେବ ନାହିଁ ଜାତି ବଳେ ଆଜି ମୂର୍ଖ ଅଫିସର ପାଠୁଆ ତା ଝାଡୁଦାର ସାଜଇ ଏହା ଜଦି ଆମ ଦେଶ ଭବିଷ୍ୟତ କିଏସେ ପାରିବ କାହାକୁ କହି sushree prangya mohapatra