STORYMIRROR
ନାରୀ ମାନେ ଆମ...
ନାରୀ ମାନେ ଆମ...
ନାରୀ ମାନେ...
“
ନାରୀ ମାନେ ଆମ ସୁରକ୍ଷିତ ନୁହଁ
ଆମରି ଏହି ବିଶ୍ୱରେ
ନାରୀ ସଂରକ୍ଷଣ ନାମେ ପ୍ରହସନ ଚାଲେ
ରାଜନୈତିକ ଦଳରେ
ସଂରକ୍ଷଣ ସହ ସୁରକ୍ଷା ଟି ଆଜି
ନାରୀ ର ପ୍ରଧାନ କାମନା
କନ୍ୟା ଶିଶୁ ଟିକୁ ନ୍ୟାୟ ଦିଅ ଆଜି
ରାଜନୀତି ଆଡେ ମାତନା
sushree prangya mohapatra
”
257
More oriya quote from Disagree pranjya Mohapatra
Download StoryMirror App