STORYMIRROR
ଶିକ୍ଷା କୁ...
ଶିକ୍ଷା କୁ...
ଶିକ୍ଷା କୁ...
“
ଶିକ୍ଷା କୁ ପ୍ରାଧାନ୍ୟ ଦିଅ ସରକାର
ଜାତି କୁ ପ୍ରାଧାନ୍ୟ ନ ଦେଇ
ଶିକ୍ଷା ବଳେ ସିନା ଜଗତ ଜିଣିବ
ଜାତି ବଳେ ତାହା ହେବ ନାହିଁ
ଜାତି ବଳେ ଆଜି ମୂର୍ଖ ଅଫିସର
ପାଠୁଆ ତା ଝାଡୁଦାର ସାଜଇ
ଏହା ଜଦି ଆମ ଦେଶ ଭବିଷ୍ୟତ
କିଏସେ ପାରିବ କାହାକୁ କହି
sushree prangya mohapatra
”
223
More oriya quote from Disagree pranjya Mohapatra
Download StoryMirror App