ଆଶାକୁ ନେଇ ଜୀବନ ବସା ବାନ୍ଧୁଥିବା ଚଢେଇ ଟିଏ...
Share with friends
ପ୍ରୀତି ମହକ ଆସିବ ତ ? ଆସ, ବରଷା ରାତିରେ ପ୍ରୀତିର ପରଶ ନେଇ ସାରା ଦେହଟାକୁ ଓଦା କରିଦିଅ ଅନ୍ଧାରେ ବରଷି ଯାଇ..... ତୁମେ କୁହ ? କେମିତି ସଜେଇ ହେବି, ମଥାରେ ସିନ୍ଦୁର ନାଇଁ ଅନ୍ଧାରେ ତ ମୁକୁର ଦିଶେନା ଅପେକ୍ଷା ତୁମରି ପାଇଁ....
ବର୍ଷାଭିଜା ଏଇ ସନ୍ଧ୍ୟାରେ ଝର୍କା ଫାଙ୍କ ଦେଇ ପବନ, କାହିଁ ନୀରବତାକୁ ଆଙ୍କେ ? କିଛି ବର୍ଷା ଛିଟା, ସ୍ପର୍ଶ କରେ ଅବ୍ୟକ୍ତ ଅଭିମାନକୁ । ଓଃ...! କାହିଁକି ଯେ ତମେ ବେଶୀ ମନେପଡ଼....