Rina Parida
Literary Captain
28
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

ଲେଖେ କିଛି ଜୀବନର କିଛି ମନର କିଛି ମୋ ଭାଷାର ଆଉ କିଛି ହୃଦୟର......

കൂട്ടുകാരുമായി പങ്കുവെക്കുക

ଭାଵନାରେ ମନ ହଜିଗଲେ ଆସେ କବିତା,କଥା, ଚରିତ କଳ୍ପନାରେ ମନ ହଜିଗଲେ ଆସେ ଲୁହ କୋହଭରା ଯନ୍ତ୍ରଣା ଅଦୃଶ୍ୟ ଅଦେଖା ଘାଆର ହୁଏ ପ୍ରତିବିମ୍ବିତ ଅତୀତ ବର୍ତମାନ ଆଉ ଭବିଷ୍ୟତ କୁ ଭାଳିଲେ କେବେ ମୁଖ ହସ ହସ ତ କେବେ ବିଷାଦ ଲୁହ ମିଶ୍ରିତ ......!

କେତେବେଳେ ଆସେ ଦିନ କେତେବେଳେ ଆସେ ରାତି କେତେବେଳେ ଆସେ ଅପରାହ୍ନ ସମୟ ଅନୁସାରେ ସମୟ ଚାଲେ ରଖିଦେଇ କିଛି ସ୍ମୃତି ର ଚିହ୍ନ....

କିଏ କହିଲା ଅତୀତ କୁ ଫେରିବାକୁ ଇଛା ହୁଏନି ଇଚ୍ଛା ହୁଏ ଫେରିବାକୁ ସେ ପିଲାଦିନ ସାଙ୍ଗସାଥୀ ଅତୀତକୁ କିନ୍ତୁ ମନ ସିନା ଖୋଜେ ସେଇ ଅତୀତ କଣ ପାଦ ଫେରିବାକୁ ଚାହେଁ ନା ଫେରିବାକୁ ଅନୁମତି ଦିଏ ???

ସ୍ମୃତି କେବଳ ଅତୀତ ନୁହେଁ ସୁଖ ଦୁଃଖର ସାଥୀ ଲୁହ କେବଳ ଲୁହ ଟୋପା ନୁହେଁ ଅକୁହା ଦୁଃଖର ପ୍ରତିମୂର୍ତ୍ତି....

ହସ ଏକ ସୁନ୍ଦର ଅନୁଭୂତି ଟିଏ ସୁନେଲି ସକାଳର ଲୁହ ଏକ ଦାମୀ ଉପହାର ଟିଏ ଦୁଃଖକୁ ମନରେ ଚାପି ରଖିବାର ସ୍ମୃତି ଏକ ଅଭୁଲା ଅତୀତ ଟିଏ ଲିଭେ ନାହିଁ କେବେ ଅସ୍ଥିତ୍ବ ତାର.....

ଟୋପାଏ ଲୁହ ସମ୍ପର୍କ ର ଆବେଗ ଟୋପାଏ ଲୁହ ଫଗୁଣ ର ଶ୍ରାବଣ ଟୋପାଏ ଲୁହ କେବେ କରେ ନିଜର ପୁଣି କରେ ପର ତଥାପି କାଇଁ ଭଲଲାଗେ ଭାରି ଲୁହ ର ଅନୁଭବ....


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ