TAPASWINI BEHERA
Literary Colonel
92
Posts
89
Followers
0
Following

କିଛି ଭବନା ମାନଙ୍କ ସହ ଆଳାପ କଲାବେଳେ କିଛି ଶବ୍ଦ ଲମ୍ଫ ଦେଇ ଡେଇଁ ପଡନ୍ତି ମୋ ଲେଖନୀର ସହାୟତାରେ ଆଉ ତାକୁ କିଏ ଗଳ୍ପ କୁହନ୍ତି ଆଉ କିଏ କୁହନ୍ତି କବିତା।ସେ ଉତ୍ସାହ ଶୁଣି ମୋ ଜୀବନର ବ୍ୟସ୍ତ ବହୁଳ ଭିଡ଼ ଭିତରୁ ମୁଠେ ସମୟ ଭିଡି ଆଣେ କ୍ଲାନ୍ତ ଆତ୍ମାରେ ଶକ୍ତି ସଂଚାର କରୁଥିବା ଏଇ ପ୍ରେମିକ ପାଇଁ...

Share with friends
Earned badges
See all

ମୋ ଆଖିରେ ଲୁହ ଦେଇ, କହ ତତେ ମିଳେ କେତେ ପାରିଶ୍ରମିକ... ମୁଁ ସୁଧ ମୂଳ ସବୁ ଫେରାଇବି, ଠିକଣା ତ ଦେ କହି, ତୁ କାହା ଗ୍ରାହକ...

ବେଳେବେଳେ ସମୟର ଶକ୍ତ ଚାପୁଡ଼ା ବାଜି ମନର ଗାଲ ଯେତେବେଳେ ଲାଲ ହେଇଯାଏ,ଠିକ ସେତିକିବେଳେ ହୃଦୟ ଆଉ ମସ୍ତିଷ୍କ ଭିତରେ ହେଉଥିବା ତର୍କବିତର୍କକୁ କାନ ଡେରି ଶୁଣିବା ନିତାନ୍ତ ଆବଶ୍ୟକ ହୋଇ ପଡେ।

ମୋ ମନ ଥାଳରେ ତୋ ଦି ମୁଠା ସାନ୍ତ୍ୱନା, ଟିକେ ମୋତେ ଲୋଡ଼ା ନାହିଁ... ମୋ ଦୁଃଖୀ ଦୁନିଆରେ ମୁଁ ନବାବୀ ହେଇ କାନ୍ଦି ମଲେ ଦୁଃଖ ନାହିଁ...

ଆଖି ଦେଖୁଥିବା ଯେତେ ସବୁ ସ୍ବପ୍ନ, ସବୁ ସତ ହୁଏନାହିଁ... କିଛି ସ୍ବପ୍ନ ଆଖି ତଳେ ଗଢ଼ାହୁଏ, କେବଳ ଭାଙ୍ଗିବା ପାଇଁ....

ଆଖି ଦେଖୁଥିବା ଯେତେ ସବୁ ସ୍ବପ୍ନ, ସବୁ ସତ ହୁଏନାହିଁ... କିଛି ସ୍ବପ୍ନ ଆଖି ତଳେ ଗଢ଼ାହୁଏ, କେବଳ ଭାଙ୍ଗିବା ପାଇଁ....

मैं अपने अंदर किताब छुपाकर बैठी थी वो एक पन्ना भी छुपाकर ना रख पाए, जिस सहर में मैं बदनाम होती रही, उसी सहर में वो मशहूर होते गए..

ଏକଥା ସମସ୍ତେ ଜାଣନ୍ତି ଯେ, ଅନ୍ଧାରରେ ଆଲୋକର ମହତ୍ତ୍ୱ ଜଣାପଡେ,କିନ୍ତୁ ଜୀବନରେ ବେଳେବେଳେ ଅନ୍ଧକାର ଏତେ ମାଡି ଆସେ ଯେ,ଆଲୋକ ଜୁଳୁ ଜୁଳିଆ ପୋକ ପରି ଧିକ କରି ଜଳିଉଠି ପୁଣି ଲିଭିଯାଏ..

Feed

Library

Write

Notification
Profile