STORYMIRROR

ବେଳେବେଳେ...

“ ବେଳେବେଳେ ସମୟର ଶକ୍ତ ଚାପୁଡ଼ା ବାଜି ମନର ଗାଲ ଯେତେବେଳେ ଲାଲ ହେଇଯାଏ,ଠିକ ସେତିକିବେଳେ ହୃଦୟ ଆଉ ମସ୍ତିଷ୍କ ଭିତରେ ହେଉଥିବା ତର୍କବିତର୍କକୁ କାନ ଡେରି ଶୁଣିବା ନିତାନ୍ତ ଆବଶ୍ୟକ ହୋଇ ପଡେ। ”

By TAPASWINI BEHERA
 25


More oriya quote from TAPASWINI BEHERA
0 Likes   0 Comments