#କରୋନା କରୋନା ର ହାୱା ଏବେ ସହରରେ ବାଜିଲା ପ୍ରାଣ ଭୟେ ଗ୍ରାମପଥ ଆଜି ମନେ ପଡ଼ିଲା । ପ୍ରକୃତିର ଲୀଳା ଦେଖ ଦାଉ ସାଧେ କେମିତି ମୃତ୍ୟୁ ଭୟେ ମାଟି ମାଆ ମନେପଡେ ସତେକି? ©️ ରାଜୀବ - ମୋ: ୯୯୩୭୪୨୧୯୮୭
"एक दूसरे को मारते रहो" यही जीने का रस्ता है इंसानियत की कीमत दोस्तों बाज़ार में अभी सस्ता है । ©️राजीव
ମଣିଷ ଭୂତକୁ ସତରେ ଭୟ କରେ ? ଆଜିର ଯୁଗରେ ଏଟା ପୁରା ମିଛ କଥା! ବାସ୍ତବରେ ଏଠି ମଣିଷ ହିଁ ମଣିଷକୁ ସବୁଠୁ ଅଧିକ ଭୟ କରେ। ©️ ରାଜୀବ
"କି ସ୍ଵାଦ ଥିଲା ସେ ଖୁଦ ମଲୁଖରେ,ଦର୍ଶନେ ତୋ' ହେଲି ଆତ୍ମବିଭୋର" ଶ୍ରୀକୃଷ୍ଣ ଦିଅନ୍ତି ବନ୍ଧୁର ମାହାତ୍ମ୍ୟ ଦୀନ ସୁଦାମାର ଧୋଇ ପୟର।
ଏମିତି କିଛି କଥା ଆଉ ଅନ୍ତରର ଅବ୍ୟକ୍ତ ଭାଷା ଥାଏ, ଯାହା କି ନା ପିତା ମାତା ବୁଝି ପାରନ୍ତି ନା ନିଜ ସ୍ତ୍ରୀ ଆଉ ପିଲା ଛୁଆ। ସେ ଭାଷା କେବଳ କିଛି ବ୍ୟକ୍ତି ବୁଝି ପାରନ୍ତି। ଆଉ ସେମାନେ ହେଲେ ନିଜ ଅନ୍ତରଙ୍ଗ ବନ୍ଧୁ ମାନେ।
ମିଠା ମିଠା ଯନ୍ତ୍ରଣାର କୋହଭରା ରାତି ଅମାନିଆ ମନ ସଂଗେ ଯୌବନର ତାତି। ପାପ ଆଉ ପୂଣ୍ୟର ସେ କରେନା ବିଚ଼ାର ଘରର ଏରୁଣ୍ଡି ଡିଏଁ ଛାଡ଼ି ଲାଜ ଡର। ©️ରାଜୀବ