Debasish Mahapatro
Literary Captain
21
Posts
4
Followers
3
Following

I'm Debasish and I love to read StoryMirror contents.

Share with friends
Earned badges
See all

ସଂଗୀତ ଏକ ଅକୁହା କଥାର ଉଦ୍ଭାବିତ ଏକ ଦୁଷ୍ଟାମୀ ଭରା ନୟନରେ ରେ । @Debasish 2020

ପ୍ରେମ ର ଗଭିର ପରିପ୍ରକାଶ ଯେଉଁଠାରେ ଶବ୍ଦ ଗୁଡ଼ିକ ନିରବ, କେବଳ ଚକ୍ଷୁ ର ନିରବ ଚଂଚଳତା ପ୍ରକଂପିତ ଓଠ ର ସମିପତା , ନିରବ ଭାବ ର ପ୍ରତିଵେଦନ, ପ୍ରକଂପିତ ଓଠ ରେ ଭାବନାର ଅନୁମୋଦନ, ଆଖି ବୁଜି ଦେଲେ ହୋଇଯାଏ ସେ ପ୍ରଗାଢ଼ ଚୁମ୍ବନ । @ Dr.Debasish Mahapatro

ତୋର ପ୍ରଥମ ସ୍ପର୍ଶକୁ ମୁଁ ଭୁଲି ପାରେନା ହାତ ରେ ହାତ ଥୋଇ କହିଥିବା କଥାକୁ ମୁଁ ପୁଣି କହି ବି ପାରେନା ଦିନ ଚାଲିଯାଏ ସମୟ ତ ଗଡି ଯାଏ କିନ୍ତୁ ଲିଭେ ନାହିଁ ମନରୁ ସେ ସୁନେଲି ସଂଧ୍ୟା ର ମୁର୍ଛନା । @ Dr.Debasish Mahapatro Feb, 2020

ପକ୍ଷି ବାଟ ଭୁଲେନା, ମଣିଷ ରାସ୍ତା ହୁଡିଯାଏ, ସେଇ ମଣିଷ ରାସ୍ତା କରେ କିନ୍ତୁ ଚାଲି ପାରେନା । Dr.Debasiah Mahapatro, 17.Feb.2020

ମୁଁ ଜଣେ ଯାତ୍ରି,‌ ତୁମେ ମୋର ରାସ୍ତା, ମିଳନ ହିଁ ଆମ ଶେଷ ଅବସ୍ଥା । @Dr.Debasish Mahapatro, 17.Feb.2020.

ଜୀବନ ର ଗତି କେବେ ନୁହେଁ ସିଧା , ପାହାଡ଼ ଦେଇ ନଦୀ କୁ ହିଁ ଆସିବାକୁ ହୁଏ , ମୁହାଣ ରେ ମିଶିଯିବା ପାଇଁ । @ Dr.Debasish Mahapatro, 17.Feb.2020.

ଯଦି ତୁମେ ମୋ ହାତ ରେ ହାତ ମିଶାଇ ଚାଲ , ଆମେ ଦିନେ ଏଭରେଷ୍ଟ ସୃଂଗ ବି ଚଢିଯିଵା । @Dr.Debasish Mahapatro,17.Feb.2020.

ଯାତ୍ରା ରେ ଵିଫଳତା ବୋଲି କିଛି ନାହିଁ । କିଏ ଟିକେ ଆଗ ପହଞ୍ଚେ ଆଉ କିଏ ଟିକେ ପଛ ।@Dr.Debasish Mahapatro.17.Feb.2020

ସମୟ ଏକ ରାସ୍ତା । ଆଗକୁ ବଢ଼ିଯିବା ହିଁ ଜୀବନ, ସ୍ଥାଣୁତା ହିଁ ମୃତ୍ୟୁ ।।।। @ Dr. Debasish Mahapatro 17.Feb.2020.


Feed

Library

Write

Notification
Profile