Basanti Parida
Literary Captain
31
Posts
68
Followers
0
Following

Home maker

Share with friends
Earned badges
See all

Chocolate is a chocolate not my love.... Love is Love that I feel for you..... I know you like chocolate.... I give you to make you feel good...

ପ୍ରତାରଣା ର ରଙ୍ଗ କଳା.. ଠିକ୍ ରାତିର ଅନ୍ଧକାର ପରି... ନୂତନ ସୂର୍ଯ୍ଯୋଦୟ ର ଅପେକ୍ଷା ରେ ଅନ୍ଧାର ଅନିଶ୍ଚିତତା ର ପୀଡା଼ ସହିବାକୁ ହୁଏ

ପରିବାର ସମାଜର ମୂଳଦୁଆ,... ଯଦି ସମାଜ ରେ ବିଶୃଙ୍ଖଳା ବ୍ଯାପୁଛି,ଜାଣିବାକୁ ହେବ ଯେ... ସବୁ ନ ହେଲେ ବି, ଅଧିକାଂଶ ପରିବାର ରେ ଅଳ୍ପେ ବହୁତେ ବିଶୃଙ୍ଖଳା ଅଛି। ସମାଜରେ ଶୃଙ୍ଖଳା ପରିବାର ରୁ ଆସେ ....।

ସରିବା ପରେ ଆରମ୍ଭ ହେବା, ପୁଣି ସରିବା, ଭିତରେ ଗୋଟିଏ କାମ ନିଶ୍ଚିତ ହୁଏ, ତା ହେଲା-ବଢ଼ିବା

ସରିବା ପରେ ଆରମ୍ଭ ହେବା, ପୁଣି ସରିବା, ଭିତରେ ଗୋଟିଏ କାମ ନିଶ୍ଚିତ ହୁଏ, ତା ହେଲା-ବଢ଼ିବା

ସଫଳତା ହାସଲ କରିବା ପାଇଁ, କର୍ମ କରିବା ଦରକାର।ତା ପାଇଁଁ ସମୟ ଦରକାର।କର୍ମ କରୁ କରୁ ବିଫଳ ହେଲେ, ଅନୁଭୂତି ମିଳେ।ଅନୁଭବୀ ମଣିଷ କର୍ମ କଲେ ପକ୍କା ସଫଳତା ମିଳେ।ତେଣୁ ଆଉ କିଛି ସମୟ ଦରକାର।ତେବେ ଏ ଜୀବନ ରେ ପର୍ଯ୍ଯାପ୍ତ ସମୟ ଦରକାର , ଆୟୁଷ... ତେଣୁ ଗୁରୁ ଜନ ମାନେ ଆଶୀର୍ବାଦ କରନ୍ତି- ଆୟୁଷ୍ମାନ ଭବ

ହେ ଇଶ୍ଵର! ତୁମ କରୁଣା ର ଛତ୍ର ଛାୟା ତଳେ ଉଜ୍ଜୀବିତ ,ଏ ଜଗତ ନଶ୍ଵର.........

ମୋର ପାଟି ନ ଫିଟିଲେ ବି, ମୁଁ କହିପାରେ ମୋ ମନ କଥା.. ମୁଁ ଡାଳପତ୍ର ମେଲେଇ, ଫୁଲଫଳରେ ଲଦି ହୋଇ ଗଲେ, ତୁମେ ଶୁଣି ପାର,ମୁଁ କହୁଛି "ମୁଁ ଭଲରେ ଅଛି"........... ।।ଈତି।। ପାଦପ

ଶୀତ ସକାଳ ର ନରମ ଖରା ଚା ସାଙ୍ଗକୁ ପକୁଡି଼ ବରା


Feed

Library

Write

Notification
Profile