@jyotsna-mayee-panda

jyotsna mayee panda
Literary General
AUTHOR OF THE YEAR 2021 - NOMINEE

257
Posts
2
Followers
2
Following

କିଛି ଋଷି ହଜି ଯାଇଥିବା ଶବ୍ଦ ସମ୍ଭାର କୁ ନେଇ ବାସ୍ତବ ଜୀବନ ର ନିଚ୍ଛକ ଛବି ଟେ ନିଜ କଲମ ମୁନରେ ଆଙ୍କିବା ପ୍ରୟାସ ମାତ୍ର.. ନୁହେଁ ମୁଁ କବୀ କି ନୁହଁ ମୁଁ ଲେଖିକା.. ଖୋଲା ମନ ମୋର ମୁଁ ପ୍ରଥମେ ଏକ ପାଠିକା... 🙏🙏

Share with friends

ଜୀବନ ଚଲାପଥ ରେ ଚାଲୁ ଚାଲୁ ମୁଁ ଏମିତି ହଜିଗଲି ଯେ ତୁମେ ସ୍ମୃତି ସବୁ ରେ ଧୂଳି ର ଅସ୍ତରଣ ଟେ ଢାଙ୍କି ହୋଇଗଲା... ଆଜି ସେ ଧୂଆଁଳିଆ ଛବି ସବୁ କାଇଁ ହଠାତ ମନେପଡ଼ୁଛି....

କିଛି ସପ୍ନ ଏମିତି ବି ଲିଭିଯାଏ..... କିଛି ସ୍ମୃତି ବେଳେ ବେଳେ ହଜି ଯାଏ... କିଛି ସମ୍ପର୍କ ବେଳେ ବେଳେ ମରିଯାଏ...... ଆଉ ଜୀବନ ସେମିତି ପାଣିର ସୁଅ ଭଳି ଚାଲିଥାଏ...

ମୋ ଆଖିରେ ଲୁହ ଆସିବା ଆଗରୁ ତୋ ପଣତ ପୋଛିନିଏ.... ତେବେ ଆଜି କାହିଁକି କେଜାଣେ ତୋ ସ୍ମୃତି ଭାବିଲା ବେଳେ ମୋ ଆଖି ଓଦା ହୋଇଯାଏ... (ଜ୍ୟୋତ୍ସ୍ନା )

କିଛି ସମ୍ପର୍କ ମଣିଷ କୁ ବଦଳାଇ ଦେଇଥାଏ... କିଛି ଭୁଲ ମଣିଷ କୁ ଶିକ୍ଷା ଦେଇଥାଏ.. କିଛି ଅଭିଜ୍ଞତା ମଣିଷ ର ଚଲାପଥ କୁ ସୁଗମ କରେ ଆଉ କିଛି ସ୍ମୃତି ମଣିଷ କୁ ବଂଚିବା ପାଇଁ ସହାୟକ ହୋଇଥାଏ...

ଜନମ ମରଣ ଦୁଇଟି ଶବ୍ଦ ସେ ମଝିରେ ଜୀବନ ନଈ ସୁଖ ଦୁଃଖ ତାର ଦୁଇ କୂଳ ପୁଣି ଆଶା ଅଟେ ତାର ଛାଇ... ସମ୍ପର୍କ ତହିଁରେ କୁଟାଖିଅ ସମ.. ଯାଏ ସେ ନଇ ରେ ବୋହି l (ଜ୍ୟୋତ୍ସ୍ନା )

ଅସରନ୍ତି ରାସ୍ତା ରେ ଦୁଃଖ ର ସେଇ ବିରାଟ ବୋଝ... ଅଭାବି ଦୁନିଆ ରେ ତେଲ ଲୁଣ ର ହିସାବ ବେଳେ ବେଳେ କରେ ଅଥୟ...

ek dia hei unkeliye jo jiban apana khoyehei mang suni karake sathi ka amar sada jo rahe hai 🏳️‍🌈

ନିଃଶବ୍ଦ ଦୁନିଆଁ ରେ ଶବ୍ଦ ଶିଖେଇଲ..... ଅଜଣା ପାଦ କୁ ଚାଲି ଶିଖେଇଲ ନିଜେ ଯିବା ପରେ ମଧ୍ୟ.. ବଂଚିବା ର ରାହା ଦେଖେଇଲ ସେଥିପାଇଁ ତ ପିତୃ ଗଣ ତୁମେ ମହାନ ହୋଇଗଲ.. 🙏

ଜୀବନ ଯୁଦ୍ଧ ରେ ଏକା ହୋଇଗଲି ତୁମ ହାତ ଗଲା ଚାଲି ଦୁନିଆ ରେ ଆଉ ଏମିତି ହାତ ଟେ ଖୋଜି ପାଇଲି ନି ଖାଲି ଲୁହ ପୋଛି ଦେବ ଧର୍ଯ୍ୟ ଭରିଦେବ କହିବ ମୋ ସୁନା ବୋଲି Happy father's day


Feed

Library

Write

Notification
Profile