Anuradha Nath
Literary Brigadier
AUTHOR OF THE YEAR 2021 - NOMINEE

202
Posts
2
Followers
3
Following

କିଛି କଥା କିଛି ଅନୁଭୂତି ଆପଣଙ୍କ ସହିତ

Share with friends

କେବେ କାହାକୁ ତାଚ୍ଛଲ୍ଯଭରା କଥା କୁହନ୍ତୁ ନାହିଁ , କାରଣ ଭବିଷ୍ୟତ ର ତାକତ୍ ବହୁତ ଅଧିକା ।

କିଛି ମଜାଳିଆ କଥା ରେ ସେ ଆଘାତ ଦେଇ ଦିଏ । ମନେଇ ନେବ କାଳେ ହୃଦୟ କୁ କହେ, କିନ୍ତୁ ସେ ପରିଚିତ ନୁହେଁ ମୋ ନୀରବତା ସହ ପୁରୁଣା କ୍ଷତ କୁ ଭୁଲି ମୁଁ ଆଗେଇ ଯାଏ ।

ତା ସହ ମୋ ବନ୍ଧୁତା କିଛି ଖାସ ଥିଲା । ମୁଁ ନୀରବ ଥିଲି , ସେ ମୋ ନୀରବତା କୁ ବୁଝୁଥିଲା । ସମୟ ଏମିତି ବଦଳିବ କିଏ ଜାଣିଥିଲା, ମୁଁ ତ କଥା ଶିଖିଗଲି କିନ୍ତୁ ସେ ନିରବ ହୋଇ ଅନ୍ୟ ଦୁନିଆ କୁ ଚାଲିଗଲା ।

ଶ୍ରମିକଗଣ ଛୁଟି ସହିତ ସମ୍ମାନର ମଧ୍ୟ ଯୋଗ୍ୟ ଅଟନ୍ତି । ଆମେ ସମସ୍ତେ ଗୋଟିଏ ଗୋଟିଏ ଶ୍ରମିକ । ଏଣୁ ଏହି ଦିନ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ,,,,,

ମୁଁ ଆତ୍ମସ୍ଵାଭିମାନ ର ମୂଲ୍ୟବୋଧକୁ ବୁଝେ। ଆଉ ମୋ ସ୍ଵାଭିମାନ କୌଣସି ବ୍ୟବସାୟ ନୁହେଁ ଯେ, ଯାହାକୁ ତମେ ତମ ବଜ଼ାର ରେ ନିଲାମ କରିବ ...

ଭାଙ୍ଗି ଯାଇଥିବା ସମ୍ପର୍କ କୁ ନିର୍ମାଣ କରିବାର କଷ୍ଟ ନ ଥିଲା । କିନ୍ତୁ ସମୟ ପୂର୍ବରୁ ବୁଝିନେଲି ସେଇଟା ଏକ ମିଛ ମରୀଚିକା ଥିଲା ।

ଆଉ କାହା ଭାଗ୍ଯରେ ଲେଖା ଥିଲେ ସେ, ସମୟ କୁ ଭୁଲ ଦେଵି କାହିଁକି ? ଛିର୍ଣ୍ଣ ସମ୍ପର୍କ ତ ମିଛ ଵାହାନା ଥିଲା, ମନ ଭାଙ୍ଗି ଵସିଵି କାହିଁକି ? ଦୁଇ ପାହୁଣ୍ତ ଚାଲିଛି ତାଙ୍କସହ ଏକ ଆତ୍ମୀୟତା ଭାଵ ନେଇ ହଁ କେବେ ନିଜର ଥିଲେ ସେ ତେବେ ଆଜି ଭୁଲିଯିବି କାହିଁକି?

ଏକ ଅଜଣା ଦୁନିଆରେ ହଜିଵାର ଇଚ୍ଛା। ନିଜ କୁ ନିଜ ଭିତରେ ଖୋଜିବାର ଇଚ୍ଛା। ଜଞ୍ଜାଳ ଢୋରି ରେ ବନ୍ଧା ଏ ଜୀବନ। ଏକ ଭିନ୍ନ ସ୍ୱପ୍ନ ନେଇ ପୁଣି ବଞ୍ଚିବାର ଇଚ୍ଛା।

ଜନ୍ମ ଆଉ ମୃତ୍ଯୁ ଦୁହେଁ ଭଗବାନ ଙ୍କ ସୃଷ୍ଟି । ଫରକ ଗୋଟିଏ ହସ ଭରି ଦିଏ ଆଉ ଗୋଟିଏ ଲୁହ ଦେଇ ଯାଏ ।


Feed

Library

Write

Notification
Profile