STORYMIRROR
ତା ସହ...
ତା ସହ ମୋ ବନ୍ଧୁତା...
ତା ସହ ମୋ...
“
ତା ସହ ମୋ ବନ୍ଧୁତା କିଛି ଖାସ ଥିଲା ।
ମୁଁ ନୀରବ ଥିଲି , ସେ ମୋ ନୀରବତା କୁ ବୁଝୁଥିଲା ।
ସମୟ ଏମିତି ବଦଳିବ କିଏ ଜାଣିଥିଲା,
ମୁଁ ତ କଥା ଶିଖିଗଲି
କିନ୍ତୁ ସେ ନିରବ ହୋଇ ଅନ୍ୟ ଦୁନିଆ କୁ ଚାଲିଗଲା ।
”
28
More oriya quote from Anuradha Nath
Download StoryMirror App