STORYMIRROR
ଆଉ କାହା...
ଆଉ କାହା...
ଆଉ କାହା...
“
ଆଉ କାହା ଭାଗ୍ଯରେ ଲେଖା ଥିଲେ ସେ,
ସମୟ କୁ ଭୁଲ ଦେଵି କାହିଁକି ?
ଛିର୍ଣ୍ଣ ସମ୍ପର୍କ ତ ମିଛ ଵାହାନା ଥିଲା,
ମନ ଭାଙ୍ଗି ଵସିଵି କାହିଁକି ?
ଦୁଇ ପାହୁଣ୍ତ ଚାଲିଛି ତାଙ୍କସହ
ଏକ ଆତ୍ମୀୟତା ଭାଵ ନେଇ
ହଁ କେବେ ନିଜର ଥିଲେ ସେ
ତେବେ ଆଜି ଭୁଲିଯିବି କାହିଁକି?
”
37
More oriya quote from Anuradha Nath
Download StoryMirror App