I'm sugyan bagh and I love to read StoryMirror contents.
Share with friends
❤ମା ❤ ନାଇ ଖାଇକରି ଖୁଆଉଥିସି ସେ ହେଲା ଆମର ମା ଚାଲଲା ବାଟେ ଝୁଣ୍ଟେଇ ହେଲେ ଦୌଡ଼ି ଆଏସି ସେ ହେଲା ଆମର ମା ଭୁକ ଲାଗଲେ ଜାନି ପକାସି ସେ ହେଲା ଆମର ମା ଶୁଇଲା ବେଲେ ଲୋରି ଗୀତ ଗାଈ ଶୁଆଇ ଦେସି ସେ ହେଲା ଆମର ମା ସ୍କୁଲ ଯାଇଥିଲେ କେତଲେ ଆଇବା ବଲି ବାଟଦେଖୁଥିସି ସେ ହେଲା ଆମର ମା ଖାଇ ସାରଲେ ପନତ କାନି ଥି ଟୁଣ୍