I'm Gayatri and I love to read StoryMirror contents.
Share with friends
ଅମାନିଆ ବର୍ଷା ଅଣାୟତ୍ତ କଲାଣି ସମଗ୍ର ସୃଷ୍ଟି ଅତିଷ୍ଠ ହେଲାଣି ଅସରା ପରେ ଅସରା ବରଷା ରେ ନଦୀ ନାଳ ଉଛୁଳି ଚାଷଜମି ଉଜୁଡି ଗଲାଣି । ଗାୟତ୍ରୀ ସିଂହ
ନା ଥିଲି ପ୍ରେମିକା ବା ଜାଣିଥିଲି ପ୍ରେମ ଏକା ଏକା ବିତାଇଛି କେତେ ରାତି ଦିନ ଆସି ତମେ ଜଗାଇଲ ମୋ ହୃଦୟେ ପ୍ରେମ ସଜାଡି ଦେଲ ମୋ ଅସଜଡ଼ା ମନ ଏବେ ଖାଲି ମନେ ହେଉଛି ତୁମେ ମୋ ସୁନେଲି ସନ୍ଧ୍ୟା ର ରୂପେଲି ଜହ୍ନ । ଗାୟତ୍ରୀ
ତୁମ ନାମ ନେଇ ଆରମ୍ଭ ହୁଏ ଦିନ ତୁମ କୁ ଦେଖିବା ପାଇଁ ମନ ଉଛନ୍ନ ଇଛା ହୁଏ ଲଙ୍ଘି ଯିବି ସବୁ ନୀତି ନିୟମ ତୁମ ବିନା ଭାରି ଭାରି ଲାଗେ ଏ ଜୀବନ ବାରେ ସଦୟ ହୁଅ ହେ ବିଶ୍ୱ ନୟନ । ଗାୟତ୍ରୀ ସିଂହ ଆଠମଲ୍ଲିକ ଅନୁଗୁଳ