STORYMIRROR

ତୁମ ନାମ...

ତୁମ ନାମ ନେଇ ଆରମ୍ଭ ହୁଏ ଦିନ ତୁମ କୁ ଦେଖିବା ପାଇଁ ମନ ଉଛନ୍ନ ଇଛା ହୁଏ ଲଙ୍ଘି ଯିବି ସବୁ ନୀତି ନିୟମ ତୁମ ବିନା ଭାରି ଭାରି ଲାଗେ ଏ ଜୀବନ ବାରେ ସଦୟ ହୁଅ ହେ ବିଶ୍ୱ ନୟନ । ଗାୟତ୍ରୀ ସିଂହ ଆଠମଲ୍ଲିକ ଅନୁଗୁଳ

By Gayatri Singh
 10


More oriya quote from Gayatri Singh
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments