STORYMIRROR

ନା ଥିଲି...

“ ନା ଥିଲି ପ୍ରେମିକା ବା ଜାଣିଥିଲି ପ୍ରେମ ଏକା ଏକା ବିତାଇଛି କେତେ ରାତି ଦିନ ଆସି ତମେ ଜଗାଇଲ ମୋ ହୃଦୟେ ପ୍ରେମ ସଜାଡି ଦେଲ ମୋ ଅସଜଡ଼ା ମନ ଏବେ ଖାଲି ମନେ ହେଉଛି ତୁମେ ମୋ ସୁନେଲି ସନ୍ଧ୍ୟା ର ରୂପେଲି ଜହ୍ନ । ଗାୟତ୍ରୀ ”

By Gayatri Singh
 33


More oriya quote from Gayatri Singh
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments