Minati Rath
Literary Colonel
AUTHOR OF THE YEAR 2019 - NOMINEE

135
Posts
87
Followers
1
Following

Writing is my passion and reaching the young minds is my profession.

Share with friends

ସ୍ବପ୍ନ ପଛରେ ଦଉଡି ଦଉଡି ହୋଇଯାଇଥିଲି ଏକା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଦେଖିଲି ନ ଥିଲେ ବନ୍ଧୁ କି ସଖା ଏକା ଏକା ଯେବେ ଭାରୀ ହୃଦୟରେ ଚାହିଁଲି ପଛକୁ ଫେରି ଅପେକ୍ଷାରେ ଥିଲା ପରିବାର ମୋର ଆଖି ମୋର ଗଲା ଭରି

ଜୀବନ ଜୀଇଁଵା ଇଚ୍ଛା ଆମର ଵି ଅଛି ବଞ୍ଚିବାର ଅଧିକାର ଆମର ଵି ଅଛି କାହାକୁ ବା ଦୋଷ ଦେବା ଅନେକ ବାଟ ଆହୁରି ଯିବାକୁ ତ ଅଛି ସମୟର ଚକ କ'ଣ ସେକଥା ବୁଝୁଛି?


Feed

Library

Write

Notification
Profile