ମୁଁ ଜଣେ ଶିକ୍ଷୟିତ୍ରୀ ଓ ଜଣେ ଲେଖିକା।
ମନ୍ଦ ମନ୍ଦ ବହେ ମଳୟ ପବନ
ମନ୍ଦ ମନ୍ଦ ହସେ କାହ୍ନୁ
ଫଗୁଣ ଖେଳଇ ଲୁଚକାଳି ଖେଳ
ଲୁଚାଏ ରାଧିକା ତନୁ ମନ୍ଦ ମନ୍ଦ ବହେ ମଳୟ ପବନ
ମନ୍ଦ ମନ୍ଦ ହସେ କାହ୍ନୁ
ଫଗୁଣ ଖେଳଇ ଲୁଚକାଳି ଖେଳ
ଲୁଚ...