ଅର୍ଜୁନ କର୍ଣ୍ଣଙ୍କ କିଛି କ୍ଷତି କରିନଥିଲେ କି କର୍ଣ୍ଣ ଅର୍ଜୁନଙ୍କ କିଛି କ୍ଷତି କରିନଥିଲେ ତଥାପି ସେ ଦୁହେଁ ଶତୃୁ ଠିକ୍ ସେହି ପରି ବେଳେ ବେଳେ ଆପଣଙ୍କ ପ୍ରଚେଷ୍ଟା ଓ ପ୍ରତିଷ୍ଠାକୁ ଦେଖି ଲୋକମାନେ ଆପଣଙ୍କ ଶତୃୁ ହୋଇଯାଇଥାନ୍ତି
ଦରଶନ ଦିଅ ଗଉରୀ ନନ୍ଦନ ବିଘ୍ନ ହାରି ବିଘ୍ନେଶ୍ବର କଷଣ ନିବାରୀ ଅଜ୍ଞାନ ହଟାଅ ଆହେ ପ୍ରଭୁ ଲମ୍ବୋଦର ପ୍ରେମ୍ କବି ଜଗବନ୍ଧୁ ସାହୁ : ଗଞ୍ଜାମ
ଦିନେ ଜଣେ ଲୋକ ହୋଟେଲ୍ ରେ ଖାଉଥାଏ ସକାଳେ ତ ଖାଇ ପିଇ ଗଲା ପୁଣି ସନ୍ଧ୍ଯାକୁ ଆସିଲା ହୋଟେଲ୍ ବାଲାକୁ କହିଲା ବାପା ଆଜି ତରକାରୀ କଣ ହୋଇଛି ହୋଟେଲ୍ ବାଲା ଜଣଙ୍କ ଉତ୍ତର ଦେଲେ ସକାଳେ ମାଆକୁ ଖାଇଥିଲୁ ଏବେ ପିଲାକୁ ଖାଇବୁ ଲୋକ ଜଣଙ୍କ ଚମକି ପଡିଲା କାରଣ ସେ ସକିଳେ ଚିକେନ୍ ତରକାରୀ ଖାଇଥିଲା ଆଉ ଏବେ ଅଣ୍ତା ତରକାରୀ ଖାଇବ ସତରେ ଥରେ ଭାବନ୍ତୁ ଯେ ଆଜିର ମଣିଷ କେଉଁ ଆଡକୁ ଗତି କରୁଛି ପ୍ରେମ୍ କବି ଜଗବନ୍ଧୁ ସାହୁ : ଗଞ୍ଜାମ
ଯଦି ଜୀବନରେ କେବେ ଅହଙ୍କାର ଆସେ ନା ଥରେ ମାତ୍ର ମଶାଣୀକୁ ଯାଇ ବୁଲି ଆସ ଦେଖିବ କେତେ ରଥି ମହାରଥି ରାଜା ଓ ପ୍ରଜା ସମସ୍ତଙ୍କର ଅହଙ୍କାରକୁ ଜାଳି ପୋଡି ପାଉଁଶ କରିଦେଇଛି ତା ଦେହରେ ପ୍ରେମ୍ କବି ଜଗବନ୍ଧୁ ସାହୁ : ଗଞ୍ଜାମ