Binod Tripathy
Literary Captain
15
Posts
5
Followers
1
Following

None

Share with friends
Earned badges
See all

अरे जा, तू भी कया याद रखेगी, कोई तुझे तुझसे भी ज्यादा चाहने लगाथा, जिसकी तस्बीर से भी तुम्हें नफरत है अभी, व तुम्हे अपनी तखदिर बनाने लगाथा ।। : बिनोद कुमार

"କବି ନୁହେଁ ମୁଁ... ବାସ, ଏମିତି ଦି ପଦ ଲେଖିଦିଏ, ପସନ୍ଦ ନହେଲେ ଗାଳି ଦିଅ, ଅବା, ମନକୁ ଛୁଇଁଲେ ବାହା ଟିଏ ...।" : ବିନୋଦ କୁମାର

ଏଇତ ଏବେ, ଏଇତ ଏବେ ଶିଖିଥିଲି ହସିବାର କଳା ଲୁହକୁ ଲୁଚେଇ ରଖି , ମିଛ ହସ ବି ତୋ ଦେହରେ ଗଲାନି ଭିଜେଇଦେଲୁ ମୋ ଆଖି ।। : ବିନୋଦ କୁମାର

ଯଦି କାମ ତୁମର ଆଉ ନାମ ଆଉ କାହାର ହେଉଛି, ପରିଶ୍ରମ ତୁମର, ଓ ଫଳ ଆଉ କିଏ ଖାଉଛି, ତେବେ ମନ ଉଣା କରନି... ଯୁଗ ଯୁଗରୁ ଜଳନ୍ତି ତ ଘିଅ ଓ ସଳିତା, ଆଉ ଦୁନିଆ କୁହେ, ଦେଖ , ଦୀପ ଜଳୁଛି...।। : ବିନୋଦ କୁମାର (ଅନୁବାଦ)

"My eyes are like the center of the ocean... Calm and Clear. You cannot find any gemstone, until you dive deep into it...."

"A Mirror and our Behavior are alike... One reflects our physical self and another our Inner self..."

I think Life is all about a Computer... Input your dreams,Process your abilities,Detect and kill the VIRUS, and finally you will get a Successful Output !!!

If you want a Bright future, Forget the dark Past !!!

ବାହାଘର ପରେ ବେଦୀ ମୁହଁ ପୋଡା, ପେଟ ପୁରିଗଲେ ଖାଇବା ଅଲୋଡ଼ା, ଦୁନିଆର ଏହି ରୀତି... ଆବଶ୍ୟକତା ଟା ପୁରା ହେଇଗଲେ, ଶେଷ ହୁଏ ଭାବ ପ୍ରୀତି ।।


Feed

Library

Write

Notification
Profile