I'm Prayash Kumar and I love to read StoryMirror contents.
ହସିବାକୁ ହୁଏ ଦୁନିଆଁ ଆଗରେ ଯନ୍ତ୍ରଣା ଚାପି ଛାତିରେ, ହସ ଦେଖି ପ୍ରେମେ ପଡ଼େ ଚାନ୍ଦିନୀ ଲୁଚକାଳି ଖେଳେ ରାତିରେ । ପ୍ରସନ୍ନ ପ୍ରୟାସ ଭୁଏ
ଭିଜିବାକୁ ଆଜି ଇଚ୍ଛା ହୁଏ ଭାରି ତୋ ପ୍ରେମ ବରଷାରେ, ତନୁ ମନ ମୋର ଶିହରୀ ଉଠେ ତୋ ପ୍ରତି ବିନ୍ଦୁର ଛୁଆଁ ରେ ।