Sarita Senapati
Literary Colonel
AUTHOR OF THE YEAR 2021 - NOMINEE

26
പോസ്റ്റ്സ്
10
ഫോളോവെർസ്
6
ഫോളോവിങ്

I'm Sarita and I love to read StoryMirror contents.

കൂട്ടുകാരുമായി പങ്കുവെക്കുക
Earned badges
See all

ତୁମେ ବୋଲି,,,, ତୁମେ ଅଛ ବୋଲି ବୋଧେ  ଅସ୍ତିର ଏ ମନ ମୋର ବୋଲ ମାନେନା,  କୁହ କିଏ ତୁମ ପରି ଆଉ  ଗଢ଼ିଦେବ ମୋ ପାଇଁ ବାଲି ଘର ଖେଳନା,,.

ତୁମେ ନୀରବିତ ରାତି, ମୁଁ ପୁରୁଣା ଦିନର ସାଇତା ଅସଜଡ଼ା ସ୍ମୃତି। ତୁମେ ଅନ୍ଧାରରେ ଜଳନ୍ତା ବତି, ମୁଁ ଆଲୁଅରେ ପରିଚୟ ଖୋଜି ବୁଲୁଥିବା ବ୍ୟକ୍ତି।

ଯିଏ ଦିନେ ଖୋଜୁଥିଲା ସାଗରର ନିରୀହ ଠିକଣା, ସେ ଆଜି ବହୁଛି କେତେ ଠିକଣାର ନଈ ଟିଏ ହେଇ, ଯିଏ ଦିନେ ବୁଝୋଉଥିଲା ଜୀବନ ବକ୍ଷର ଯନ୍ତ୍ରଣା ସେ ଆଜି ନୀରବ ମାନସାଙ୍କ କୁ ବୁଝପାରୁନାହିଁ ।

एक अच्छे रिश्ते के लिए वादे और यादें जितनी जरूरत नहीं होती, बस दो खूबसूरत लोग की जरूरत होती, जो निभा सके, और दुसरो उसकी समझ सके।। 🥰🥰🥰

ଅଧା ଅଧା ମୋ ଏ ମନ ପରିଧିରେ କାହାର ଏ ଅଧା ଲେଖା ଚିଠି, ଠିକଣା ନାହିଁ କି ନାହିଁ ତାର ନାଁ, ହେଲେ ଏ ମନ ତାକୁ ଚାହିଁଛି।

ଏକା ଏକା ଆଜି ଭାବନାରେ ସାଥି ଖୋଜୁଥାଏ ଯେ ଏପାଖ ସେପାଖେ, ଟିକେ ଦେଖା ଦେଇ ଲୁଚିଯାଏ ଯଦି ନିରୀହ ହୃଦୟ କି ସହିପରେ।।

ଜୀବନରେ କଣ୍ଟା କୁ ଆପଣାର କରନ୍ତୁ, ଫୁଲ ନିଜ ଇଚ୍ଛା ରେ ଆପଣାର ହେଇଯିବ,

ଭାବରେ ଭାବରେ କି ଭାବ ଯୋଡିଛ ଭାବଗ୍ରାହୀ ତୁମେ ବୋଲି, ତୁମ ବିନା ପ୍ରଭୁ ଏ ଭବ ମନ୍ଦିର ଶୂନ୍ୟ ମୋ ପଡିଛି ଖାଲି।।

ସେଥିପାଇଁ ବୋଧେ ଟାଣିଦେଇ ତୁମେ ଯବନିକା ପ୍ରେମ ପାଇଁ ସଯାଇଛ ଲକ୍ଷ୍ମଣ ରେଖା, ମହଙ୍ଗା ନୁହେଁ ସେ ଭାବ , କି ନୁହେଁ ସେ କୃଷ୍ଣ ରଙ୍ଗ, ସାତ ରଙ୍ଗ ଠାରୁ ନିବୃତ ସେ ଭାବ ର ରଙ୍ଗ ଫଗୁଣରେ ହୁରୀ ପଡେ ଯେ ଲିଭେନା କେବେ ସେ ମନ ରୁ ଦାଗ।।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ