ପୁରସ୍କାର :
- କବିତା ବିଭାଗରେ ୧୫ରୁ ଊର୍ଦ୍ଧ୍ଵ କବିତା ଦାଖଲ କରିଥିବା କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ଏକ ପୁସ୍ତକ ପ୍ରଦାନ କରାଯିବ।
- କାହାଣୀ ବିଭାଗରେ ୧୦ରୁ ଊର୍ଦ୍ଧ୍ଵ କାହାଣୀ ଦାଖଲ କରିଥିବା କଥାଶିଳ୍ପୀଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ।
- ସମୁଦାୟ ୫ରୁ ଅଧିକ ସଂଖ୍ୟକ କୃତି ଦାଖଲ କରିଥିବା ଲେଖକଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୦୦ ଟଙ୍କାର ରିହାତି ଭାଉଚର ପ୍ରଦାନ କରାଯିବ।
- ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ।
ସ୍ୱତନ୍ତ୍ର ପୁରସ୍କାର :
ଯେଉଁ ଲେଖକ ଲେଖିକାମାନେ ୧୦ ଜଣ ନୂତନ ଲେଖକ ଲେଖିକଙ୍କୁ (ପୂର୍ବରୁ ପଞ୍ଜିକରଣ ହୋଇ ନଥିବ) ଏହି ପ୍ରତିଯୋଗିତା ମାଧ୍ୟମରେ ଆମ ସହ ଯୋଡିଲେ ତାଙ୍କ ଏକ ସ୍ୱତନ୍ତ୍ର ଇ-ପୁସ୍ତକ ପ୍ରକାଶ କରାଯିବ ।
ବିଭାଗ : କାହାଣୀ | କବିତା
ଭାଷା : ଓଡ଼ିଆ
ସମୟସୀମା :
ଆରମ୍ଭ - ଅପ୍ରେଲ ୨୫, ୨୦୨୨
ଶେଷ - ମେ' ୨୫, ୨୦୨୨
ଫଳାଫଳ - ଜୁନ ୨୫, ୨୦୨୨