ମଣିଷ ମନର ଭାବ ଅସରନ୍ତି । ଏ ଭାବ ସବୁବେଳେ ଛଳଛଳ ଜଳ ଛବି ପରି ମନର ସମୁଦ୍ରରେ ଲହଡି ଭାଗୁଥାଏ । ସେ ଭାବ ଅସରନ୍ତି ତା'ର ଅନ୍ତ କାହିଁ ! ମଣିଷ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଭାବନାରେ ହୁଏ ମତୁଆଲା । ମଣିଷ ମନ ହିଁ ଗନ୍ତାଘର, ଆଉ ସେ ସବୁବେଳେ ଅପୂର୍ଣ୍ଣ ।
ଜୀବନର ମୁହାଣୀରେ ଏମିତି ଅନେକ ଭାବ ଆମକୁ ଆଚ୍ଛନ୍ନ କରେ । ସେଇ ଅସରନ୍ତି ଭାବକୁ ନେଇଆସନ୍ତୁ ସର୍ଜନର ରୂପଦେବା #ଭାବ ତରଙ୍ଗ ପ୍ରତିଯୋଗିତା ମାଧ୍ୟମରେ ।
ଆପଣଙ୍କ ଭାବନାକୁ ପ୍ରଭାବିତ କରିବା ପାଇଁ ନିମ୍ନରେ କିଛି ବିଷୟ ସଂଯୋଗ କରାଗଲା ।
ବିଷୟବସ୍ତୁ :
୧) ଶ୍ରବଣ କୁମାର
୨) ମାଆ ଓ ମମତା
୩) ବାପା
୪) ସନ୍ତାନ
୫) ଯୌଥ ପରିବାର
୬) ଆଦର୍ଶ ଜୀବନ
୭) ପତି ପତ୍ନୀ
୮) ମା' ଓ ଶାଶୁ
୯) ଦୁହିତା
୧୦) ସେବା
୧୧) ଆଜିର ନାରୀ
୧୨) ସଂସାର ବନ୍ଧନ
୧୩) ପୌରୁଷ
୧୪) ଗୃହ ଲକ୍ଷ୍ମୀ
୧୫) ଅକୁହା କଥା
ସର୍ତ୍ତାବଳୀ :