Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Pen It Down

SEE WINNERS

Share with friends


ଏଇ ପ୍ରତିଯୋଗିତା ବିଶେଷକରି ଆପଣଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି ।

ଆମେ ଜାଣିଛୁ ଯେ, ଆପଣଙ୍କ ଭିତରେ ଏକ ବିଶେଷ ଉତ୍ସାହ ରହିଛି - ଏକ ଉତ୍ସାହ "ଲେଖିବା" ପାଇଁ । ତେବେ ବର୍ତ୍ତମାନ ନିଜକୁ ସ୍ଥିର ଭାବରେ ସଂସ୍ଥାପିତ କରନ୍ତୁ ଏବଂ ନିଜ କଲମ ଚାଳନା କରି ଏହି ପ୍ରତିଯୋଗିତାର ଅଂଶ ହେବାପାଇଁ ବିଚାର ସ୍ବତନ୍ତ ଭାବେ ଆପଣଙ୍କର । ଏହି ପ୍ରତିଯୋଗିତା କେବଳ ଆପଣଙ୍କୁ ଲେଖିବାର ଉତ୍ସାହ ଦେବନି ବରଂ ଷ୍ଟୋରିମିରର୍ ରେ ଥିବା ଲକ୍ଷ ଲକ୍ଷ ପାଠକଙ୍କ ପାଖରେ ପହଞ୍ଚିବା ସହିତ ଆକର୍ଷଣୀୟ ପୁରସ୍କାର ଜିତିବାରେ ମଧ୍ୟ ବିଶେଷ ସୁଯୋଗ ପ୍ରଦାନ କରିବ ।

କେବଳ ଏତିକି ନୁହେଁ ! ସୁନିର୍ବାଚିତ ଲେଖା ଷ୍ଟୋରିମିରର୍ ତରଫରୁ ଇ-ପୁସ୍ତକ ଆକାରରେ ମଧ୍ୟ ପ୍ରକାଶିତ ହେବ ।

ତେବେ ଆପଣ ଆଉ ଅପେକ୍ଷା କାହିଁକି ? ନିଜର ଚମତ୍କାର ଲିଖନ କୌଶଳ ଓ ଶବ୍ଦର ଯାଦୁ ପ୍ରଦର୍ଶନ କରିବା ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତୁ ।

 

ନୀତିନିୟମ -

 

·         ଏହି ପ୍ରତିଯୋଗିତା ସେହି ମାନଙ୍କ ପାଇଁ ଯେଉଁମାନେ ଷ୍ଟୋରିମିରର୍ ୫ କିମ୍ବା ୫ରୁ କମ୍ ସଂଖ୍ୟକ ଲେଖା ଦାଖଲ କରିଛନ୍ତି ।

·         କୌଣସି ଶବ୍ଦ ସୀମା ନାହିଁ ।

·         ପ୍ରତିଯୋଗିତାର ଲିଙ୍କ ମାଧ୍ୟମରେ ହିଁ ସମସ୍ତ ଲେଖା ଦାଖଲ କରିବାକୁ ହେବ । ନଚେତ୍ ଏହା ଗ୍ରହଣୀୟ ହେବ ନାହିଁ ।

·         ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

·         ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।

·         ପ୍ରତିଯୋଗିତାରେ ନିଜର ମୌଳିକ ଲେଖା ହିଁ ଗ୍ରହଣୀୟ ହେବ ।

·         https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

·         ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

 

 

ପୁରସ୍କାର -

 

1. ସମସ୍ତ ପ୍ରତିଯୋଗୀଙ୍କୁ ଏକ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।

2. ଲେଖକମାନଙ୍କୁ ପୁସ୍ତକ କ୍ରୟ ନିମନ୍ତେ ଷ୍ଟୋରିମିରର୍ ଭାଉଚର ପ୍ରଦାନ କରାଯିବ ଯାହା ଏହି ( https://shop.storymirror.com ) ଲିଙ୍କରୁ ଆପଣ ଲାଭ ଉଠେଇ ପାରିବେ ।

  • ଯଦି ଆପଣ ୩ଟି ଲେଖା ଦାଖଲ କରନ୍ତି ତେବେ ଆପଣଙ୍କୁ INR 100ର ଭାଉଚର ପ୍ରଦାନ କରାଯିବ ।
  • ଯଦି ଆପଣ ୫ଟି ଲେଖା ଦାଖଲ କରନ୍ତି ତେବେ ଆପଣଙ୍କୁ INR 200ର ଭାଉଚର ପ୍ରଦାନ କରାଯିବ ।
  • ଯଦି ଆପଣ ୭ଟି ଲେଖା ଦାଖଲ କରନ୍ତି ତେବେ ଆପଣଙ୍କୁ INR 100ର ଭାଉଚର ପ୍ରଦାନ କରାଯିବ ।
  • ଯଦି ଆପଣ ସର୍ବନିମ୍ନ ୧୦ଟି ଲେଖା ଦାଖଲ କରନ୍ତି ତେବେ ଆପଣଙ୍କୁ INR 500ର ଭାଉଚର ପ୍ରଦାନ କରାଯିବ ।

3. ଯେଉଁ ଲେଖକମାନେ ୧୫ଟି ଲେଖାରୁ ଉର୍ଦ୍ଧ୍ବ ଲେଖା ଦାଖଲ କରିବେ ସେମାନଙ୍କୁ ଏକ ଟ୍ରଫି ପ୍ରଦାନ କରାଯିବ ।

4. ପ୍ରତି ଭାଷାର ସର୍ବଶ୍ରେଷ୍ଠ ୩୦ଟି ଗଳ୍ପ ଓ କବିତାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ କରାଯିବ ।

 

ବିଷୟ ଶ୍ରେଣୀ -

  • କାହାଣୀ
  • କବିତା

 

ଭାଷା

 ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗାଳୀ

 

 

ଅବଧି

Contest period - 15th February, 2020 to 15th March, 2020.

Results - April, 2020.

 

For feedback and queries:

● Email: admin@storymirror.com

● Phone number: 022-49240082 / 022-49243888 (Monday to Friday and on the 2nd, 4th and 5th

Saturday) from 10.00 AM to 7.00 PM.

● WhatsApp: +91-8452804735