Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଦିନେ ବର୍ଷା
ଆଦିନେ ବର୍ଷା
★★★★★

© Trilochan Pattanaik

Others

1 Minutes   6.7K    11


Content Ranking

ବରଷା ବର୍ଷୁଛି ଅସରା ଅସରା

ବଜ୍ର ବିଜୁଳି ସାଥେ

ପବନ ଛୁଆଁରେ ସ୍ମୃତିର ନିଆଁରେ

ମନ ଖୋଜେ ସାଥି ଟିଏ ପାସେ ।

ଅନ୍ତରେ ମୋ ଭରି ଉଠେ ଆଜି

ଅଜଣା ଆନନ୍ଦ କାଇଁ,

ଦୂରରେ ଥାଇ ବି ପ୍ରିୟା

ଗଲା ଅବା ସତେ ଛୁଇଁ ।

ବରଷା ବରଷା ରହ ମୋ ପାଖେ

ସ୍ନିଗ୍ଧ ପୀୟୂଷ ଢାଳି ,

ମେଘ ବିମାନରେ ଆସିବ ମୋ ପ୍ରିୟା

ଖେଳିବ ମୋ ସାଥେ ଦୋଳି |

ବରଷା ବିଜୁଳି ପ୍ରିୟା

Rate the content


Originality
Flow
Language
Cover design

Comments

Post


Some text some message..