Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Pattanaik

Others

2  

Trilochan Pattanaik

Others

ଆଦିନେ ବର୍ଷା

ଆଦିନେ ବର୍ଷା

1 min
6.7K


ବରଷା ବର୍ଷୁଛି ଅସରା ଅସରା

ବଜ୍ର ବିଜୁଳି ସାଥେ

ପବନ ଛୁଆଁରେ ସ୍ମୃତିର ନିଆଁରେ

ମନ ଖୋଜେ ସାଥି ଟିଏ ପାସେ ।

ଅନ୍ତରେ ମୋ ଭରି ଉଠେ ଆଜି

ଅଜଣା ଆନନ୍ଦ କାଇଁ,

ଦୂରରେ ଥାଇ ବି ପ୍ରିୟା

ଗଲା ଅବା ସତେ ଛୁଇଁ ।

ବରଷା ବରଷା ରହ ମୋ ପାଖେ

ସ୍ନିଗ୍ଧ ପୀୟୂଷ ଢାଳି ,

ମେଘ ବିମାନରେ ଆସିବ ମୋ ପ୍ରିୟା

ଖେଳିବ ମୋ ସାଥେ ଦୋଳି |


Rate this content
Log in

More oriya poem from Trilochan Pattanaik