Audio

Forum

Read

Contests

Language


Write

Sign in
Wohoo!,
Dear user,
ଶ୍ରୀପତିତପାବନ
ଶ୍ରୀପତିତପାବନ
★★★★★

© Sanjeev Patro

Others

1 Minutes   13.7K    4


Content Ranking

ॐॐॐॐॐॐॐॐॐॐॐॐॐॐॐ


ଧୀରଧାରୀ ଅଧୀରହାରୀ ହେ ରାଧାମୋହନ ,
ହରହରି ଦୁଃଖହାରୀ ହେ ଯଶୋଦାନନ୍ଦନ ।

ତୁମ ଇଙ୍ଗିତ ଜୀବନ ସଙ୍ଗୀତ ହେ ନାରାୟଣ ,
ସତ୍ୟେ ଅଙ୍କିତ ଚିର ଚିତ୍ରିତ ହେ ଶୁଭ କାରଣ ।

ରୂପ ଅପରୂପ ସତ୍ୟ ସରୂପ ହେ ଭଗବାନ ,
ଶକ୍ତି ଅମାପ ଭକ୍ତିର ସମୀପ ହେ ଚକାନୟନ ।

ନାମ ସଂକୀର୍ତ୍ତନ କରନ୍ତେ କୁଜନ ହେ ଚିରନ୍ତନ ,
ଶୋକ ହରଣ କରି କରୁ ପାଳନ ହେ ମୋହନ ।

ଧର୍ମ ନାବିକ ନିୟତି ନିର୍ଦ୍ଧାରକ ହେ ଭକତଧନ ,
କର୍ମ କାରକ ଭାଗ୍ୟ ନିୟାମକ ହେ ଚିର ସ୍ୱାଧୀନ।

ଅନିତ୍ୟ ଜଗତ ମାୟା ରଚିତ ହେ ନିତ୍ୟନବୀନ ,
ପ୍ରାଣ ସମର୍ପିତ ମନେ ମଣ୍ଡିତ ହେ କାଳୀୟଗଞ୍ଜନ ।

ଜଗନ୍ନାଥ ସମସ୍ତ ଜଗତର ନାଥ

Rate the content


Originality
Flow
Language
Cover design

Comments

Post


Some text some message..