Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjeev Patro

Others

3  

Sanjeev Patro

Others

ଶ୍ରୀପତିତପାବନ

ଶ୍ରୀପତିତପାବନ

1 min
13.8K


ॐॐॐॐॐॐॐॐॐॐॐॐॐॐॐ


ଧୀରଧାରୀ ଅଧୀରହାରୀ ହେ ରାଧାମୋହନ ,
ହରହରି ଦୁଃଖହାରୀ ହେ ଯଶୋଦାନନ୍ଦନ ।

ତୁମ ଇଙ୍ଗିତ ଜୀବନ ସଙ୍ଗୀତ ହେ ନାରାୟଣ ,
ସତ୍ୟେ ଅଙ୍କିତ ଚିର ଚିତ୍ରିତ ହେ ଶୁଭ କାରଣ ।

ରୂପ ଅପରୂପ ସତ୍ୟ ସରୂପ ହେ ଭଗବାନ ,
ଶକ୍ତି ଅମାପ ଭକ୍ତିର ସମୀପ ହେ ଚକାନୟନ ।

ନାମ ସଂକୀର୍ତ୍ତନ କରନ୍ତେ କୁଜନ ହେ ଚିରନ୍ତନ ,
ଶୋକ ହରଣ କରି କରୁ ପାଳନ ହେ ମୋହନ ।

ଧର୍ମ ନାବିକ ନିୟତି ନିର୍ଦ୍ଧାରକ ହେ ଭକତଧନ ,
କର୍ମ କାରକ ଭାଗ୍ୟ ନିୟାମକ ହେ ଚିର ସ୍ୱାଧୀନ।

ଅନିତ୍ୟ ଜଗତ ମାୟା ରଚିତ ହେ ନିତ୍ୟନବୀନ ,
ପ୍ରାଣ ସମର୍ପିତ ମନେ ମଣ୍ଡିତ ହେ କାଳୀୟଗଞ୍ଜନ ।


Rate this content
Log in