Audio

Forum

Read

Contests

Language


Write

Sign in
Wohoo!,
Dear user,
ଓଡିଶା
ଓଡିଶା
★★★★★

© Pragnasmruti Biswal

Others

1 Minutes   1.1K    2


Content Ranking

ଏଇ ମୋର ପୂଣ୍ୟଭୂମି ନିର୍ଯ୍ୟାତିତା କେତେ ଦୁଃଖ ସହିଛି; ଅତ୍ୟାଚାର, ପ୍ରିୟପ୍ରୀତି, ରାଜନୀତି ମା' ଆମ ପାଇଛି |

ଏ ମାଟିର କେତେପୁଅ ଗାଁ ପାଇଁ ଜାତି ପାଇଁ ପରିଶ୍ରମ କରନ୍ତି;

ଖଟି କିଛି ମିଳେ ନାହିଁ ଦାଦନରେ ଯାଇ କେତେ ବିଦେଶରେ ମରନ୍ତି |

ମା'କୁ ସମ୍ମାନ ଏଠି ଏତେ ବେଶି ମିଳିଛି;

ଥାନାରେ ମାମଲା ତେଣୁ ସେତେ ବେଶି ବଢ଼ିଛି |

ପାଇକ ଓ ମୁକ୍ତିଯୋଦ୍ଧା ରାଜ୍ୟପାଇଁ ଲଢି଼ଲେ;

ଦୁଇଶହ ବର୍ଷପରେ ଯାଇ ଆମର ମନେ ପଡିଲେ |

ଏକ ଦେଶାତ୍ମବୋଧକ କବିତା

Rate the content


Originality
Flow
Language
Cover design

Comments

Post


Some text some message..