Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pragnasmruti Biswal

Others

2  

Pragnasmruti Biswal

Others

ଓଡିଶା

ଓଡିଶା

1 min
1.3K


ଏଇ ମୋର ପୂଣ୍ୟଭୂମି ନିର୍ଯ୍ୟାତିତା କେତେ ଦୁଃଖ ସହିଛି; ଅତ୍ୟାଚାର, ପ୍ରିୟପ୍ରୀତି, ରାଜନୀତି ମା' ଆମ ପାଇଛି |

ଏ ମାଟିର କେତେପୁଅ ଗାଁ ପାଇଁ ଜାତି ପାଇଁ ପରିଶ୍ରମ କରନ୍ତି;

ଖଟି କିଛି ମିଳେ ନାହିଁ ଦାଦନରେ ଯାଇ କେତେ ବିଦେଶରେ ମରନ୍ତି |

ମା'କୁ ସମ୍ମାନ ଏଠି ଏତେ ବେଶି ମିଳିଛି;

ଥାନାରେ ମାମଲା ତେଣୁ ସେତେ ବେଶି ବଢ଼ିଛି |

ପାଇକ ଓ ମୁକ୍ତିଯୋଦ୍ଧା ରାଜ୍ୟପାଇଁ ଲଢି଼ଲେ;

ଦୁଇଶହ ବର୍ଷପରେ ଯାଇ ଆମର ମନେ ପଡିଲେ |


Rate this content
Log in

More oriya poem from Pragnasmruti Biswal