STORYMIRROR

Brajamohan Meher

Others

3  

Brajamohan Meher

Others

ତୋର ନାଁ ତୋ ମୋର ଜୀବନର ଗୀତା

ତୋର ନାଁ ତୋ ମୋର ଜୀବନର ଗୀତା

1 min
13

ମକେ ତୋ କରିଦେଲୁ ପିତା ନନି ରେ, ହେବୁ ବଲି ଜଗଜିତା। ମୋର କଥା ଲାଗଲା ସବୁ ପିତା ନନି ରେ, ଚାହଁଲୁ ବଲି ଆରୁ ମିଠା। ମୋର ପେରେମ ଲାଗଲା ସବୁ ପିତା ନନି ରେ, ବୁଝବା ଲାଗି ନେଇଁ ହେଲା ତୋର ଚିଂତା। ମୋର ବେଭାର ଲାଗଲା ତକେ ପିତା ନନି ରେ, ନାଇଁ ଦେଖି ଦେଖଲୁ ମୋର ଅବସ୍‌ଥା। ମୋର ଭାବନା ଲାଗଲା ତକେ ପିତା ନନି ରେ, ବୁଝେଇ ପାରମି ଆରୁ ତକେ କେନତା। ମୋର ସବୁ ଲାଗଲା ଯେଭେ ପିତା ଆରୁ କେନତା ବୁଝବୁ ମୋର କଥା। ମୁଇଁ ତୋ ତୋର ଲାଗି ତ ପିତା ମୁଇଁ ମଲେ ବି ନେଇଁ ଜାନୁ ମୋର ବାର୍ତା। ମୋର ହୁରୁଦ ତୋ ତୋର ଲାଗି ତୋ ପିତା କାଣା ଜାନବୁ ଇ ହୁରଦର ଅବସ୍‌ଥା। ପିତା ପିତା ମୋର ନାଁ ତ ପିତା ନନି ରେ, ତୋର ନାଁ ତ ମୋର ଜୀବନର ଗୀତା। ପିତା ମୁଇଁ ସବୁ ମୋର ପିତା ହ ସଜନୀ ହ ରେ ଜଗଜିତା, ତୋର ବିନା ମୋର ଜୀବନ ଶୂନ୍ୟ ଜାନ୍ କି ନେଇଁ ଜାନ୍ ଏତକି କଥା.... କର୍ ମକେ ଯେତକିରି ହିନସ୍‌ତା.. --------------------------------- (ଗୁଟେ ପୁରନା ଲେଖା; କୋଶଲୀ ଭାଷା) ବ୍ରଜମୋହନ ମେହେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍