STORYMIRROR

Priyanka Dash

Children Stories Others Children

3  

Priyanka Dash

Children Stories Others Children

ସୁନା ଅଣ୍ଡା

ସୁନା ଅଣ୍ଡା

1 min
389

ବହୁତ ପରୁଣା କଥା। ଜଣେ ଲୋକ ବତକଟିଏ ପାଳିଥିଲା। ବତକଟି ସବୁଦିନ ଗୋଟିଏ ସୁନା ଅଣ୍ଡା ଦିଏ। ଲୋକଟି ଅଣ୍ଡା ବିକିବାକୁନାନେଇ ଗୋଟିଏ ବାକ୍ସ ମଧ୍ୟରେ ରଖେ। ସେ କିପରି ପୃଥିବୀରେ ସବୁଠୁ ଧନୀ ହୋଇପାରିବ , ତାର ସେଚିନ୍ତା। ଦିନେ ସେ ଭାବିଲା ଯଦି ବତକଟି ମତେ ସବୁଦିନ ଗୋଟିଏ ଅଣ୍ଡା ଦେବ ତାହାଲେ ମୋ ଏହି ବାକ୍ସ ଭାରିବନି, ତେଣୁ ମୁଁ ଯଦି ଟା ପେଟ କରିଦେବି ତେବେ ସବୁ ଅଣ୍ଡା ଗୋଟିଏ ସମୟ ରେ ପାଇଯିବି।ଏହା ଚି ସେ ଗୋଟିଏ ଛୁରୀ ଆଣି ବତକଟିକୁ କାଟିଦେଲା। ଶେଷରେ ଧନୀ ହେବାର ଲୋଭରେ ସେ ବାତକଟିକୁୁମାରିଦେଲା ବୋଲି ଅନୁତାପ କଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍