STORYMIRROR

Sambit Biswal

Others

2  

Sambit Biswal

Others

ସମାଜ ଓ ସମୟ

ସମାଜ ଓ ସମୟ

1 min
32

ଦିନେ କଥା ବସିଲା କିଏ ଠିକ୍ ସମୟ ନାଁ ସମାଜ। ସମାଜ କହିଲା ଆଜିକାଲି ଦୁନିଆ ମୋ ହିସାବରେ ଚାଲିଛି,ମୋ ପାଖରେ ସମସ୍ତେ ଟଙ୍କା ପଛରେ ପଡ଼ିଛନ୍ତି, ଭୁଲ୍ କରିବି ନିଦ୍ଧେର୍ଶ,

ଭୁଲ୍ ଏଠି ଠିକ୍ କିନ୍ତୁ ଚାପ ପ୍ରୟୋଗ ଦ୍ଵାରା ସମସ୍ତେ ମତେ ଭଲ କୁହନ୍ତି ତେଣୁ ମୁଁ ଠିକ୍।


        ସମୟ କହିଲା ମୋର ବଦଳିବା ଦ୍ଵାରା ସବୁ ବଦଳେ , ମୁଁ କେବେ କାହାକୁ ଅପେକ୍ଷା କରେନା , ସମସ୍ତେ ମୋ ସହ ତାଳ ଦେଇ ତୋ ପାଖରେ ରହିଥାନ୍ତି ଓ ମତେ ବଳବାନ କୁହାଯାଏ ମଧ୍ୟ , ତେଣୁ ମୁଁ ଠିକ୍।


        ସମାଜ କହିଲା , ସବୁ ପରେ ବି ତୋ ମୂଲ୍ୟ କେହି ବୁଝୁନାହାନ୍ତି । ତତେ ବେଖାତର କରି ମୋ ପାଖରେ ଥିବା କୁବିଦ୍ୟାକୁ ଆପଣଉଛନ୍ତି ତେଣୁ ମୁଁ ଭଲ।


     ସମୟ କହିଲା, ଶେଷରେ ମୋ ଦ୍ବାରା ତୁ କଷ୍ଟ ପାଇବୁ। ଏହା ଠିକ୍ ଶେଷରେ ଏଭଳି ହେବ।

     ସମୟ ଏବେବି ଅଛି ସମାଜ ନିଜେ ବଦଳିଯାଉ ଭଲ ଲାଗିବ,

     ଯେବେ ସମୟ ବଦଳେଇ ଦେବ ସେତେବେଳେ ବହୁତ କଷ୍ଟ ଲାଗିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sambit Biswal