STORYMIRROR

Pradeep Kumar Mohanty

Others Children

3  

Pradeep Kumar Mohanty

Others Children

ମୋର ଲକ୍ଷ

ମୋର ଲକ୍ଷ

2 mins
134

ମୋର ନା Pradeep Kumar Mohanty । ଘର Nabara, ବ୍ଲକ ବସ୍ତା, ଡ଼ିଷ୍ଟ ବାଲେଶ୍ବର । ଆଜି ମୁଁ ମୋର ପରିବାର ବିଷୟରୁ ଆରମ୍ଭ କରି ମୋର ଜୀବନର ଲକ୍ଷ ପର୍ଯ୍ୟନ୍ତ ମୁଁ ଆପଣଙ୍କ ମାନଙ୍କ ସହ ଆଲୋଚନା କରିବାକୁ ଯାଉଛି। ମୋର ଗୋଟିଏ ଛୋଟ ପରିବାର, ବାପା, ମା ,ମୁ ଆଉ ଜେଜେମା । ମୁଁ ପ୍ରଥମେ ଆରମ୍ଭ କରିବି ମୋ ମା ପାଖରୁ । ମୋ ମା ର ନା ବର୍ଷାରାଣୀ ମହାନ୍ତି । ତାଙ୍କର ବୟସ ୩୫ ବର୍ଷ। ମୋ ମା ମୋ ପାଇଁ ସରଗର ଭଗବାନ ଠୁ ବି ଅଧିକ । ତେଣୁ କଥାରେ ଅଛି ଜନନୀ ଜନ୍ମଭୂମି ସ୍ୱର୍ଗଦପି ଗରୀୟସୀ। ସେ ଜଣେ ଭଲ ଗୃହିଣୀ ଏବଂ ସେ ମୋର ବହୁତ jatna  ରଖିବା ସାଙ୍ଗରେ ପାରିବାର ର ଦାୟିତ୍ୱ ରଖନ୍ତି। ତାପରେ ଯିବି ମୋ ବାପାଙ୍କ ପାଖକୁ । ମୋ ବାପାଙ୍କ ନା ବଂଶୀଧର ମହାନ୍ତି। ତାଙ୍କର ବୟସ ୪୦ ବର୍ଷ । ସେ ଆମ ଘରର ମୂଳଦୁଆ ଅଟନ୍ତି। ସେ ଚାଷ କାମ କରି ଗୁଜୁରାଣ ମେଣ୍ଟାନ୍ତି । ସେ ଏହି ବର୍ଷ ମୋର କଲେଜ ରେ ଆଡ଼ମିଶନ କଥା ଭାବି ମନ ଦୁଃଖ କରୁଥିଲେ। ମୁଁ କହିଲି ବାପା ତମେ ଚିନ୍ତା କରନି, ମୁଁ ଦିନେ ନା ଦିନେ ବଡ ଷ୍ଟୋରି ରାଇଟର ହୋଇ baharibi । ତାପରେ ଯିବି ମୋ ଜେଜେମା ପାଖକୁ। ମୋ ଜେଜେମା ନା Subashini ମହାନ୍ତି। ସେ ମୋତେ ବହୁତ ଭଲ ପାଆନ୍ତି। ମୁ ଆମ ଘରର ଏକୁଟିଆ ପୁଅ ତେଣୁ ମୋ ଜେଜେମା ମୋତେ ବହୁତ ସ୍ନେହ କରନ୍ତି। ରାତିରେ ମୋତେ ଗପ କହି ସୁଆଇ diyonty। ମୋର ଡାକ ନା କାହ୍ନା । ମୋର ସ୍କୁଲ ନା ଶମ୍ଭୁନାଥ ବିଦ୍ୟାପୀଠ। ମୋର ଏହି ବର୍ଷ ଦଶମ ପାସ ହେଲା। କରନା ଯୋଗୁ ପରୀକ୍ଷା ନହେଇ Metrick ରେଜଲ୍ଟ ବାହାରିଗଲା, ସେଥିପାଇଁ ମୁଁ ବହୁତ ଦୁଖୀ। ମୁଁ ୪୦୭ ନମ୍ବର ରଖି ପାସ କରିଛି। ମୁଁ ଭଗବାନ ଙ୍କୁ ଡାକୁଛି ଏହି ମହାମାରୀ କରନା ବହୁତ ଶୀଘ୍ର ଦୁରେଇଯାଉ। ମୁଁ ଗଳ୍ପ ଲେଖିବାକୁ ଭଲପାଏ । ମୋର ଜୀବନର ଲକ୍ଷ ମୁ ଜଣେ ଭଲ ରାଇଟର ହେବି। ମୁଁ ମୋ ଲକ୍ଷ ରେ ପହଂଚିବା ପର୍ଯ୍ୟନ୍ତ ମୋର ପ୍ରୟାସ ଜାରି ରଖିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Pradeep Kumar Mohanty