STORYMIRROR

Sk Sethy

Children Stories Children

3  

Sk Sethy

Children Stories Children

ମୋ ଗେହ୍ଲି

ମୋ ଗେହ୍ଲି

1 min
146

ଆଜି ମୁଁ ମୋ ଗେହ୍ଲି ଭଉଣୀ କଥା... ବହୁତ୍ ମନେ ପଡୁଛି... ମୁଁ ଜାଣିଛି ସେ ଆଜି ଋଷିଥିବ... ମୋ ହାତରେ ରାକ୍ଷୀ ବାନ୍ଧି ପାରିନି ବୋଲି... ଖାଇ ନ ଥିବ... ଆଜି ତା ଦେହ ଭଲ ନାହିଁ... ମୋତେ ବି ଜ୍ଵର... ସେ ମିଛରେ କହୁଛି ଖାଇଛି ବୋଲି...


କେତେ ପୁରୁଣା କଥା ଆଜି ବି ମନେ ପଡେ... କେମିତି ମୋ ଭଉଣୀ ରାକ୍ଷୀ ବାନ୍ଧି ପଇସା ପାଇଁ ଜିଦ୍ଦି କରେ... ମୁଁ ବି ଖେଳେ କହେ ପଇସା ନାହିଁ... ପରେ ତା ମନ ଲାଖି ଜିନିଷ ଆଣି ଦିଏ... କୁହତ ଦେଖି ଗୋଟିଏ ଭାଇକୁ ତା ଭଉଣୀକୁ କଣ ଦରକାର, କେମିତି ଜାଣି ନ ପାରିବ ଯେ...


ବାସ୍ ତା ଆଖିର ସେ ଖୁସି ଦେଖି ମୋ ପେଟ ପୁରି ଯାଏ...


ସତରେ ଭାଇ ଭଉଣୀର ଏ ପବିତ୍ର ସମ୍ପର୍କ... ଅନେକ ସମ୍ପର୍କ ଠାରୁ ବହୁତ୍ ଉର୍ଦ୍ଧ୍ୱରେ...


ଆମର ବହୁତ୍ ଅଧିକ ଆଶା ତ ନାହିଁ... ବାସ୍ ତା ପାଇଁ ଗୋଟିଏ ଗୁଣବାନ୍ ପୁଅଟିଏ ଭଗବାନ୍ ଦିଅନ୍ତୁ...

ଯେ ମୋ ଗେହ୍ଲିର ମନ କଥା ବୁଝପାରୁଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍