Bimal Dansana

Others

3  

Bimal Dansana

Others

ମାଆ

ମାଆ

1 min
115


ଜନମ ହେଲା ଦିନୁ ପାହେଲା କରି,

ନେଇଛେ ତୋର ନା ମୁଇଁ ,

ଧଏନ ଆଉ ଗୋ ମା ତୁଇଁ ।

ଦଶ ମାସ ଦଶ ଦିନ ପେଟେ ରଖି,

ଦେଖେଇଛୁ ଦୁନିଆ ତୁଇଁ ,

ତୋର ନୁ ବଡ଼ କେହି ନାହିଁ ।

ନିଜର ପିଲାର ଖୁସି ଲାଗି ଯିଏ,

ବିଷକେ ଅମୃତ ଭାବି ପି ଦେଶୀ, 

ସେଟା ଆଉ ଗୋ ମା ତୁଇଁ ।

ଧଏନ ଆଉ ଗୋ ମା ତୁଇଁ ।

ଯିଏ ନିଜର ମାଆ ବୁଆ କେ ଭୁଲି ଯିବା,

ହେ କେବେ ଆଉ ମୁନୁଷ୍ ହେବା ।

ମାଆର ମହିମା ଯେତେ ଗାଇମା ,

ଲାଗବା ଆମକୁ ଉନା ଉନା ,

ଧଏନ ଆଉ ଗୋ ମା ତୁଇଁ ,

ତୋର ନୁ ବଡ଼ କେହି ନାହିଁ..... ।


Rate this content
Log in

More oriya story from Bimal Dansana