ଲଟକନା
ଲଟକନା

1 min

278
ଗୁଟେ ଗାଁ ଥିସି , ଗାଁ ର ନାଁ ଟା ଥିସି , ଵୁଦେଲ ଟିକରା ଵଲଁ । ସେ ନ ରହେସନ୍ । ସମାରୁ ଆରୁ ତାର୍ କୁଟୁମ୍ । ତାର୍ କୁ଼ଟୁମ୍ ବଏଲେଁ, ତାର୍ କନିଆଁ ସମାରୀ , ତାର୍ ସାଗେଁ ଦୁଇଟା ଛୁଆ । ସେମାନକର୍ ମଏଧରୁ ଗୁଟେ ବଲିଁ ଝୀ । ତାର୍ ଉତାରୁଁ ପୁଓ ମକଶୀର । ଇ ମାନକର୍ ସାଗେଁ ରହେସନ ଆରୁ ଦୁଇ ଚାଏର୍ ଟା ପରାନୀ । ସେ ମାେନ ଆରୁ କେହି ନୁହନ ଦୁଇ ଚାଏର୍ ଟା ଜନତୁ ଆନ୍ । , ସେ ଭିତରୁ ଦୁଇ ଟା ହେଭେ ଆଁରା କୁକୁରା ପଟେ ଆରୁ ମାଇ ପଟେ । ଆଁରା କୁକୁରା ନାଁ ଥିସି ଲିଟି , ମାଇ କୁକୁରା ନାଁ ଥିସି ଅପନ୍ ତରା । ସେଟା ନାଁ ଜାନିକରି ସେ କାମ୍ କରସି । ଗାଁ ର ଖୁଳି ଥିଁ ସଭୁ ଵେଳେଁ ତାର୍ ନାଁ ଚରଚା ଚାଳସି ।