Sk Nath

Others

1  

Sk Nath

Others

ଲଗ୍ନ ମାଟ୍ରିମୋନି

ଲଗ୍ନ ମାଟ୍ରିମୋନି

1 min
483


ସନ୍ଧ୍ୟା ସମୟ, ରମେଶ ବାବୁ ସପରିବାର ଏକାଠି ବସି ଟିଭି ରେ କରୋନା ମହାମାରୀ ର ଖବର ଦେଖୁଛନ୍ତି , ଚାନ୍ଦିନୀ କୁ ଚା ତିଆରି କରିବା ପାଇଁ ବରାଦ ଦେଇଛନ୍ତି । ଲକ୍ ଡାଉନ୍ ବଢିବା ଖବର ଶୁଣି ଚିନ୍ତାରେ ପଡିଗଲେ। ବଡ଼ିଲା ଝିଅ ଘରେ ବସିଲାଣି , ବାହାଘର ଖୋଜି ଖୋଜି ନୟାନ୍ତ ହେଲେଣି , ଆଉ ଏ ଲକ୍ ଡାଉନ୍ ମଧ୍ୟ କାଳ ହେଲାଣି।ବର୍ତମାନ ଯୁଗରେ ବାହାଘର ଖୋଜିବା ୟେକ କାଠିକର ପାଠ ହେଲାଣି।

ପତ୍ନୀ ଙ୍କ ସ୍ୱର.... ଚା ଥଣ୍ଡା ହେଲା ପରା ,ଚା ପିଇ ଦେଉନ ।

ସୋଡକାୟେ ଚା ପିଇ ଛନ୍ତି ନା ନାଇଁ ମୋବାଇଲ ଘାଣ୍ଟି ବାଜି ଉଠିଲା।।

ସେପଟୁ ଜଣେ ଝିଅର ସ୍ୱର... ଆଜ୍ଞା ନମସ୍କାର ମୁଁ ଲଗ୍ନ ମାଟ୍ରିମୋନି, ପଲ୍ଲାସୁଣୀ ରୁ କହୁଛି , ଆପଣଙ୍କ ଝିଅ ର ବାହାଘର ବିଷୟ ରେ କଥା ......



Rate this content
Log in