STORYMIRROR

Umesh Dutta

Children Stories Inspirational

3  

Umesh Dutta

Children Stories Inspirational

""""""""""ବଡ ପାପ """""""""""

""""""""""ବଡ ପାପ """""""""""

1 min
8

ଝିଅଟିଏ ହେଲା ବୋଲି ଘରେ ହେଲା କାନ୍ଦରୋଳ 

କାହିଁକି ଝିଅ ହେଲା ବୋଲି ଶାଶୁ ବୋହୁଙ୍କ କନ୍ଦଳ 

ଅଯତ୍ନ ରେ ବଡ କଲୁ ପାଇଲନି ଟିକେ ସ୍ନେହ ପ୍ରେମ 

ଟିକିଏ ବଡ ନହଉନୁ କରାଇଲୁ ତାକୁ ଘର କାମ 

ସ୍କୁଲ ଗଲା ସେ ପାଠ ପଢିବାକୁ କରିଲୁନି ଟିକେ ସାହାଯ୍ୟ 

ଏତେ ସବୁ କଷ୍ଟ ଭିତରେ ସେ ହରାଇଲାନି ତାର ଧର୍ଯ୍ୟ 

ଏଇ ଭିତରେ ପୁଅଟିଏ ମୋର ଜନ୍ମ ହୋଇଲା 

ସେଇ ଖୁସିରେ ଆମ ଝିଅ ପ୍ରତି ଅବହେଳା ବଢିଚାଲିଲା 


ପୁଅ କୁ ମୋର ଜୀବନ ଧନ କରି ପାଳନ କଲି 

ଅଠର ନପୂରୁଣୁ ଝିଅକୁ ଶାଶୁ ଘର ବିଦା କଲି 

ଏତେ ଅବହେଳାରେ ବି ଝିଅଟି ମୋର ଗୁଣବତୀ 

ଆମରି ପାଇଁ ସେ ଜଳିଲା ଆଉ କାହା ଘର ସଞ୍ଜବତୀ 

ଶାଶୂଘରେ ତାର ଶାନ୍ତି ନଥିଲା କେବଳ ଥିଲା ଦୁଃଖର ସାଗର 

ସେଠାରେ ସେ କିନ୍ତୁ ହରିନଥିଲା 

ନିଜ ଗୋଡ଼ରେ ନିଜେ ହେଲା ଠିଆ 

ନା ଡରି କାହାକୁ ଚାଲେଇଲା ନିଜ ପାଠ ପଢା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Umesh Dutta