STORYMIRROR
ଯିଏ...
ଯିଏ ତୋତେ ଦସ ମାସ...
ଯିଏ ତୋତେ ଦସ...
“
ଯିଏ ତୋତେ ଦସ ମାସ ପେଟରେ ବୋହିଲା
ଯାହା ପାଇଁ ସୁନ୍ଦର ସୃଷ୍ଟି ତୋ ଆତ୍ମା ଦେଖିଲା
ସେଇ ମାତୃ ସ୍ଵରୂପିଣୀ ନାରୀ ଭଉଣୀ, ସ୍ତ୍ରୀ, କନ୍ୟା ରୂପରେ ତୋ ସହ ସଂପର୍କ ବାନ୍ଧିଲା
ମାଁ ମାତୃରୂପା ହେଲେ କନ୍ୟା ତୋର ରତ୍ନ
ସେଇ କନ୍ୟା କୁ ହତ୍ୟା କରି କେମିତି ଫିଙ୍ଗିଲୁ ଅଳିଆ ଗଦା
ରେ ନୃଶଂସ ହତ୍ୟା କରି ବାକୁ ତୋ ହାତ ଗଲା
ଅମୀତା ଦାଶ 🙏©®
”
188
More oriya quote from Amita Dash
Download StoryMirror App