STORYMIRROR

ଯିଏ ଖୋଜୁ...

ଯିଏ ଖୋଜୁ ନାହିଁ , ତାକୁ କାହିଁକି ବା ଆମେ ଖୋଜିବା , ଯିଏ ଭୁଲୁ ନାହିଁ , ତାକୁ କାହିଁକି ବା ଆମେ ଭୁଲିବା । ଯିଏ ଆମ ତ୍ୟାଗ କୁ ଚିହ୍ନି ନାହିଁ , ତାକୁ ଆମେ କାହିଁକି ବା ଚିହ୍ନିବା , ଯିଏ ଆମକୁ ଝୁରୁ ନାହିଁ , ଆମେ ତାକୁ କାଇଁ ବା ଝୁରିବା......। priyadarsini Das

By Priyadarsini Das
 11


More oriya quote from Priyadarsini Das
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments