STORYMIRROR
ଯିଏ...
ଯିଏ ଖୋଜୁ ନାହିଁ ,...
ଯିଏ ଖୋଜୁ...
“
ଯିଏ ଖୋଜୁ ନାହିଁ ,
ତାକୁ କାହିଁକି ବା ଆମେ ଖୋଜିବା ,
ଯିଏ ଭୁଲୁ ନାହିଁ ,
ତାକୁ କାହିଁକି ବା ଆମେ ଭୁଲିବା ।
ଯିଏ ଆମ ତ୍ୟାଗ କୁ ଚିହ୍ନି ନାହିଁ ,
ତାକୁ ଆମେ କାହିଁକି ବା ଚିହ୍ନିବା ,
ଯିଏ ଆମକୁ ଝୁରୁ ନାହିଁ ,
ଆମେ ତାକୁ କାଇଁ ବା ଝୁରିବା......।
priyadarsini Das
”
10
More oriya quote from Priyadarsini Das
Download StoryMirror App