STORYMIRROR

ଯିଏ ଦୁଇ ପାଦ...

ଯିଏ ଦୁଇ ପାଦ ମାଟିର ଠିକଣା ଜାଣିନି ସେ ଆକାଶରେ ଉଡି ଅବା କଣ ଦେଖିବ? ଯିଏ ନିଜ ଇଚ୍ଛାରେ ମୁଠାଏ ବାଲି ଧରିନି, ସେ ଚାନ୍ଦକୁ କେମିତି ନିଜର ବୋଲି ଭାବିବ?

By Benu Gopal Mohanta
 18


More oriya quote from Benu Gopal Mohanta
0 Likes   0 Comments
0 Likes   0 Comments