STORYMIRROR
ଯେତେବେଳେ ମୁଁ...
ଯେତେବେଳେ ମୁଁ...
ଯେତେବେଳେ...
“
ଯେତେବେଳେ ମୁଁ
ଅଜଣାରୁ ଜାଣିବା ହେଲି,
ନିଜକୁ ନିଜେ ପଚାରିଲି
ମୁଁ କିଏ ! ଉତ୍ତର ଖୋଜିଲି,
ବନ୍ଧନରୁ ମୁକ୍ତ ହେଇ ଯେବେ
ମୁକ୍ତାକାଶରେ ଡେଣା ମେଲିଲି
ଜାଣିଲି, ମୁଁ ସ୍ବାଧୀନ ହେଲି।
”
160
More oriya quote from Dr. Shiba Prasad Tripathy
Download StoryMirror App