STORYMIRROR
ଯେକୌଣସି...
ଯେକୌଣସି ଯାତ୍ରା ର...
ଯେକୌଣସି...
“
ଯେକୌଣସି ଯାତ୍ରା ର ସମୟରେ ଆମକୁ ସବୁବେଳେ ମନେ ରଖିବାକୁ ଉଚିତ ଯେ ଆମ ଗୁରୁଜନ ଓ ଭଗବାନ ଙ୍କ ଆଶୀର୍ବାଦ ସବୁବେଳେ ଆମ ସାଙ୍ଗରେ ରହିବା ପାଇଁ ତାଙ୍କ ଆଶୀର୍ବାଦ ନବା ଉଚିତ |ଅର୍ଜୁନ ମଧ୍ୟ ମହାଭାରତ ଯୁଦ୍ଧ ପ୍ରାରମ୍ଭ ରେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଆଦି ଙ୍କର ଆଶୀର୍ବାଦ ନେଇ ଥିଲେ ; ଯେବେକି ନିଜେ ଶ୍ରୀ ହରି କୃଷ୍ଣ ଭଗବାନ ନିଜେ ତାଙ୍କ ସାରଥୀ ସାଜି ଥିଲେ!
”
229
More oriya quote from SIDHARTHA MISHRA
Download StoryMirror App