STORYMIRROR
ଯଦି...
ଯଦି ଅନ୍ୟର ଖୁସିରେ...
ଯଦି ଅନ୍ୟର...
“
ଯଦି ଅନ୍ୟର ଖୁସିରେ ଖୁସି ହେବା
ଅନ୍ୟକୁ ସାହାଯ୍ୟ କରିବା
ଅନ୍ୟକଥା ଭାବିବା
ନିଜଠୁ ଅଧିକ ଅନ୍ୟକଥା ଚିନ୍ତା କରିବାକୁ ଯଦି ସ୍ୱାର୍ଥପରତା କୁହାଯାଏ ତେବେ ହଁ ମୁଁ ସ୍ୱାର୍ଥପର ମଣିଷ l
”
2
More oriya quote from Champabati Rana
Download StoryMirror App