STORYMIRROR

"ଯୌବନ...

“ "ଯୌବନ ଧନସମ୍ପତ୍ତି, ପ୍ରଭୁତଂ, ଅବିବେକିତା।" ପୁରାତନ ଉପରୋକ୍ତ ସଂସ୍କୃତ ବାଣୀଟିର ମାନେ ହେଉଛି : ଯୁବାବସ୍ଥାରେ ପ୍ରଚୁର ଧନ ଓ କ୍ଷମତା ଏକା ସହିତ ଆସିଲେ ତାହା ସେଇ ମଣିଷଟି କୁ ବିବେକହୀନ କରିଦିଏ। ତେଣୁ କ୍ଷମତାଶାଳୀ ଧନୀ ମଣିଷଟି ନିଜ ବିବେକକୁ ସଠିକ୍ ଭାବରେ ପରିଚାଳିତ କରିବା ଆବଶ୍ୟକ। ”

By Sudeshna Misra
 281


More oriya quote from Sudeshna Misra
27 Likes   3 Comments