STORYMIRROR

ଯୌବନ...

ଯୌବନ ଅଣଲେଉଟା ଋତୁଟିଏ ଯଦି ହୁଅଇ ଅତୀତ ଆଗାମୀ ବର୍ଷକୁ ଆସେ ଆକାଶୁ ଚନ୍ଦମା କ୍ଷୟ ହୋଇଗଲେ ଆର ପୂର୍ଣ୍ଣିମାରେ ଦିଶେ ଗଡ଼ିଗଲେ ଥରେ ପଛକୁ ଫେରେନି ନିମ୍ନଗାମୀ ନଦୀ ଜଳ ମଣିଷ ଯୌବନ ଫେରେନି ପଛକୁ ଲଗାଇଲେ ବାହୁ ବଳ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

By Kshitish Jena
 432


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments